ସୋରଡାରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ
·1 year ago

ଅର୍ଗସ ବ୍ୟୁରୋ : ସୋରଡାରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ । ଆଜି ଗୋଟିଏ ଦିନିଆ ଗସ୍ତରେ ଆସିଛନ୍ତି ଶାହ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସୋରଡା ଅଭିମୁଖେ ଆସିଥଇଲେ । ବିମାନବନ୍ଦରରେ ଶାହଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ସୋରଡା ଜନସଭାରେ ସାମିଲ ହୋଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସୋରଡା ପରେ କଟକରେ ରୋଡ ସୋ କରିବେ ଶାହ । କଟକ ବାଲିଯାତ୍ରା ପଡିଆ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବା ପରେ ସିଧାସଳଖ ସମାଜ ଅଫିସ ଛକ ଯିବେ । ସେଠାରୁ ରୋଡ ସୋ ଆରମ୍ଭ କରିବେ । ବକ୍ସିବଜାର, ତିନିକୋଣିଆ ବଗିଚା , ଦରଘାବଜାର, ଗୌରୀଶଙ୍କର ପାର୍କ ,ନୟାସଡକ ଦେଇ ବାଲୁବଜାର , ନିମଚୌଡି ,ଚାନ୍ଦିନୀଚୌକ ହେଇ ଚଣ୍ଡିମନ୍ଦିର ନିକଟରେ ରୋଡ ସୋ ଶେଷ ହେବାର କାର୍ଯ୍ୟକ୍ରମ ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: