ସତ୍ୟବାଦୀରେ ବୁଲୁଛି ବାଘ ! ଭାଇରାଲ ହେଉଛି ବାଘ ବୁଲୁଥିବାର ଭିଡିଓ
·2 years ago

ଅର୍ଗସ ବ୍ୟୁରୋ : ସତ୍ୟବାଦୀରେ ବୁଲୁଛି ବାଘ ! ଇନ୍ଦିପୁର ନିକଟ ଭଣ୍ଡାରିଦଣ୍ଡା ଧାନ ବିଲରେ ବାଘ ବୁଲୁଥିବାର ଦେଖିବାକୁ ମିଳିଛି। ବାଘ ବୁଲୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ କୁମାରପଡା, ମଧୁବନ, ଭଣ୍ଡାରୀଦଣ୍ଡା ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି । ସେପଟେ ଗାଁକୁ ବନବିଭାଗ ଏକ ଟିମ୍ ଯାଇଛି । ଭୟଭୀତ ନହେବାକୁ ପରାମର୍ଶ ଦେଲେ ପୁରୀ ଡିଏଫଓ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: