Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲୁଟେରାକୁ କାବୁ କରି ପୋଲିସକୁ ଧରାଇଲେ ଗ୍ରାମବାସୀ

Odisha

ଲୁଟେରାକୁ କାବୁ କରି ପୋଲିସକୁ ଧରାଇଲେ ଗ୍ରାମବାସୀ

Swayangprajna Mishra
Browse all articles by Swayangprajna Mishra
·2 years ago
ଲୁଟେରାକୁ କାବୁ କରି ପୋଲିସକୁ ଧରାଇଲେ ଗ୍ରାମବାସୀ

ଆଳି : ଦୀର୍ଘ ଏକ ବର୍ଷ ହେବ ଆଳି ଧୋୟାଞ୍ଚଳର 10 ଟି ପଞ୍ଚାୟତରେ ଚୋରୀ, ଡକାୟତି, କାର ପୋଡି ଭଳି ଅନେକ ଘଟଣା ଘଟାଇ ଫେରାର ହୋଇ ଯାଉଥିବା ଦୁର୍ବୁତ୍ତଙ୍କୁ କାବୁ କରିଛନ୍ତି ଜୁଆଣିଆ ଗ୍ରାମବାସୀ l ଗତ ରାତିରେ ଗ୍ରାମର ପ୍ରବୀଣ ମଲିକଙ୍କ ଘର ଗ୍ରିଲ କାଟି ଲୁଟ କରି ଟ୍ରଲିରେ ନେଇ ଯାଉଥିବା ବେଳେ ଗ୍ରାମବାସୀ ଲୁଟେରାକୁ କାବୁ କରି ସ୍ଥାନୀୟ ସରପଞ୍ଚଙ୍କ ନିକଟକୁ ନେଇଥିଲେ l

ଅଧିକ ପଢନ୍ତୁ ଓଡିଶା ଖବର

ସରପଞ୍ଚ ପୋଲିସ ଡାକି ଲୁଟେରାକୁ ପୋଲିସ ଜିମା ଦେବା ପରେ ପୋଲିସ ନିକଟରେ ଲୁଟେରା ଅଞ୍ଚଳରେ ଘଟାଇଥିବା ଲୁଟପାଟ ଘଟଣାରେ ସେ ସାମିଲ ଥିବା ସହିତ ଅନ୍ୟମାନେ ଥିବା ମାନିଛି l ପୋଲିସ ଦୁଇ ଜଣଙ୍କୁ ଜେଲ ପଠାଇ ଦେଇଥିବା ବେଳେ ଅନ୍ୟମାନଙ୍କୁ ପୋଲିସ ଖୋଜୁଛି l 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The villagers caught the robber and arrested the police | Argus News