Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗଛରୁ ପଡି ଭାଙ୍ଗିଲା ହାତ ଗୋଡ, ଡାକ୍ତରଖାନାରେ ଭର୍ତ୍ତି

Swayangprajna Mishra
Browse all articles by Swayangprajna Mishra
·2 years ago
ଗଛରୁ ପଡି ଭାଙ୍ଗିଲା ହାତ ଗୋଡ, ଡାକ୍ତରଖାନାରେ ଭର୍ତ୍ତି

କେଉଁଝର :  ଗଛ ରୁ ପଡି ଜଣେ ଗୁରୁତର। ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି। ଆନନ୍ଦପୁର ଥାନା ଚାଉଳଝର ଗାଁର ନିରଞ୍ଜନ ଓଝା ନାମକ ଜଣେ ବ୍ୟକ୍ତି ଘର ସାମ୍ନାରେ ଥିବା ଗଛର ଡାଳ ହାଣିବାକୁ ଚଢ଼ିଥିବା ବେଳେ ଅସାବଧାନତା ବଶତଃ ଗଛ ଡାଳ ଭାଙ୍ଗିଯିବାରୁ ସେ ତଳକୁ ଖସି ପଡ଼ିଥିଲେ।

ଅଧିକ ପଢନ୍ତୁ ଓଡିଶା ଖବର 

ଅଳ୍ପକେ ନିରଞ୍ଜନଙ୍କ ଜୀବନ ବଞ୍ଚି ଯାଇଥିବା ବେଳେ ହାତ ଗୋଡ଼ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବାରୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଆଶୁ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The youth fell from the tree and was seriously injured | Argus News