Videos
|
Odisha

ଗତ କିଛିଦିନ ହେଲା ଭୁବନରେ ଦେଖାଦେଇଛି ଭାଲୁ ଆତଙ୍କ

Jitendra Dash
Browse all articles by Jitendra Dash
·2 years ago
ଗତ କିଛିଦିନ ହେଲା ଭୁବନରେ ଦେଖାଦେଇଛି ଭାଲୁ ଆତଙ୍କ

ଅର୍ଗସ ବ୍ୟୁରୋ : ଭୁବନରେ ବୁଲୁଛି ଭାଲୁ । ସହରରେ ଭାଲୁ ଆତଙ୍କ । ଗତ କିଛିଦିନ ହେଲା ରାତି ହେଲେ ଭାଲୁ ପଶି ଆସୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗତକାଲି ରାତି ୧୦ ଟାରେ ତିନୋଟି ଭାଲୁ ଶ୍ରୀରାମ ନଗରୀ ମଧ୍ୟରେ ଥିବା ରାସ୍ତା ପାର୍ଶ୍ବରେ ଶୋଇଥିବା ଦେଖିବାକୁ ମିଳିଥିଲା । ଲୋକମାନେ ପାଟିତୁଣ୍ଡ କରିବାରୁ ଭାଲୁ ରାଜପଥ ଆଡ଼କୁ ଦୌଡି ପଳାଇଥିଲେ । ବାରମ୍ବାର ବନ୍ୟଜନ୍ତୁ ଜନବସତି ମୁହାଁ ହେଉଥିବାରୁ ବନବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There has been a bear scare in Bhuban for the past few days | Argus News