ପରିବର୍ତ୍ତନ ହେବନି ' ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର' ନାଁ
·1 year ago

ଅର୍ଗସ ବ୍ୟୁରୋ : ଚାଲୁ ରହିବ ' ବିଜୁ ପଟ୍ଟନାୟକ କ୍ରିଡୀ ପୁରସ୍କାର' ନାଁ । ଗଣମାଧ୍ୟମରେ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନାଁ ବଦଳିବା ନେଇ ବିଭିନ୍ନ ଗଣମାଧ୍ୟମରେ ଗୁଜବ ଉଠିଥିଲା । ଏହାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ନାଁ ବଦଳିବା ନେଇ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇନାହିଁ । ସେ କହିଛନ୍ତି, "ମୋ ସରକାର ବରପୁତ୍ରମାନଙ୍କୁ ସମ୍ମାନରେ ଦେଳା କରେନି ।
ଅଧିକ ପଢନ୍ତୁ ଓଡିଶା ଖବର
ଓଡିଶା ତଥା ଦେଶପାଇଁ ବିଜୁବାବୁଙ୍କ ଦାନ ଅତୁଳନୀୟ । ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ଯେମିତି ଚାଲିଥିଲା , ସେମିତି ଚାଲିବ । ଆଜି ଗଣମାଧ୍ୟମରେ ଏପରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: