Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଏଥର ବିଜେପିକୁ ଭୋଟ ଦୁଇ ଥର କାରଣ ଏଥର ୪୦୦ ପାର୍

Odisha

ଏଥର ବିଜେପିକୁ ଭୋଟ ଦୁଇ ଥର କାରଣ ଏଥର ୪୦୦ ପାର୍

Jitendra Dash
Browse all articles by Jitendra Dash
·2 years ago·1 min read
ଏଥର ବିଜେପିକୁ ଭୋଟ ଦୁଇ ଥର କାରଣ ଏଥର ୪୦୦ ପାର୍

ଅର୍ଗସ ବ୍ୟୁରୋ : ଓଡ଼ଶା ସମୃଦ୍ଧ କିନ୍ତୁ ଲୋକେ ଗରିବ । କେନ୍ଦୁଝର ଜନସଭାରେ ଅମିତ ଶାହଙ୍କ ସମ୍ବୋଧନ । କହିଲେ, ଆପଣଙ୍କ ଗୋଟିଏ ଭୋଟ୍ ଓଡ଼ିଶାକୁ ସମୃଦ୍ଧ କରିବ । ୫ମ ପର୍ଯ୍ୟାୟ ନିର୍ବାଚନ ଶେଷ ସୁଦ୍ଧା ବିଜେପି ୩୧୦ ସିଟରେ ଜିତି ସାରିଲାଣି । ଆଉ ୨ଟି ପର୍ଯ୍ୟାୟରେ ମୋଦିଙ୍କୁ ୪୦୦ ପାର୍‌ କରାଇବାକୁ ପଡ଼ିବ । ମୋଦି ଆଦିବାସୀଙ୍କ ଉନ୍ନତି ପାଇଁ ଅନେକ କାର୍ଯ୍ୟ କରୁଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିଛି ବିଜେପି । ଓଡ଼ିଶା, ଆନ୍ଧ୍ର, ତେଲେଙ୍ଗାନାରୁ ନକ୍ସଲବାଦ ସଫା କରିଛନ୍ତି ମୋଦି । କେନ୍ଦୁଝରରୁ ଖଣିଜ ନେଇ ସାରା ଦେଶ ବେଶ୍ ସମୃଦ୍ଧ ହୋଇଛି' । କିନ୍ତୁ କେନ୍ଦୁଝର କିଛି ପାଇନି, କିଛି ବିକାଶ ଏଠି ହୋଇନି । ମୋଦି ଆଦିବାସୀ ପିଲାଙ୍କ ପାଇଁ ୭୪୦ ଏକଲବ୍ୟ ସ୍କୁଲ୍ କରିଛନ୍ତି । କେନ୍ଦୁଝର ଓ ସମ୍ବଲପୁରରେ ୫୦୦ ବିଶିଷ୍ଟ ଶଯ୍ୟାର ମେଡିକାଲ ହେବ କହିଲେ ଶାହ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
This time vote for BJP twice because this time 400 par | Argus News