Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ରେଭେନ୍ସା ବାଳିକା ବିଦ୍ୟାଳୟର ୧୫୦ ତମ ପ୍ରତିଷ୍ଠା ଦିବସ

Jitendra Dash
Browse all articles by Jitendra Dash
·2 years ago
ଆଜି ରେଭେନ୍ସା ବାଳିକା ବିଦ୍ୟାଳୟର ୧୫୦ ତମ ପ୍ରତିଷ୍ଠା ଦିବସ

ଅର୍ଗସ ବ୍ୟୁରୋ : ରେଭେନ୍ସା ବାଳିକା ବିଦ୍ୟାଳୟର ୧୫୦ ତମ ପ୍ରତିଷ୍ଠା ଦିବସ । ଆଜି ମହାଆଡମ୍ବରରେ ପାଳନ ହେବାକୁ ଥିବା ୧୫୦ ତମ ବାର୍ଷିକ ଉତ୍ସବ ପାଇଁ ସରିଛି ସବୁ ପ୍ରସ୍ତୁତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହାସହ କଟକ ମେୟର, ସାଂସଦ, ବିଧାୟକ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସ୍କୁଲରୁ ବାହାରିଥିବା ଅନେକ ଛାତ୍ରୀ ଓଡ଼ିଶାର ବିକାଶରେ ଉଲ୍ଲେଖନୀୟ ଅବଦାନ ଦେବା ସହ ରାଜ୍ୟ ,ଦେଶ ଓ ବିଦେଶରେ ଅନେକ ଛାତ୍ରୀ ସଫଳତାର ଶିଖର ଛୁଇଁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is the 150th Foundation Day of ravenshaw girl school | Argus News