Videos
|
Odisha

"ଓଡ଼ିଶାରେ ରାଜ୍ୟ ସରକାର ଆମକୁ ଅଣଦେଖା କରୁଛନ୍ତି"- ହୋମିଓପାଥି ଛାତ୍ରଛାତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago
"ଓଡ଼ିଶାରେ ରାଜ୍ୟ ସରକାର ଆମକୁ ଅଣଦେଖା କରୁଛନ୍ତି"- ହୋମିଓପାଥି ଛାତ୍ରଛାତ୍ରୀ

ଅର୍ଗସ ବ୍ୟୁରୋ : ଆଜି ବିଶ୍ୱ ହୋମିଓପାଥି ଦିବସ। ସମ୍ବଲପୁର ହୋମିଓପାଥି କଲେଜରେ ଆଜି ବିଶ୍ୱ ହୋମିଓପାଥି ଦିବସ ପାଳିତ ହେଉଛି। ଓଡ଼ିଶାରେ ରାଜ୍ୟ ସରକାର୍ ଆମକୁ ଅଣଦେଖା କରୁଛନ୍ତି ବୋଲି କହିଛନ୍ତି ଛାତ୍ରଛାତ୍ରୀ।

ଅଧିକ ପଢନ୍ତୁ ଓଡିଶା ଖବର

ନା ନିଯୁକ୍ତି ହେଉଛି ନା ପାଠପଢା ପାଇଁ ଭିତ୍ତିଭୂମି ଅଛି।ଅଧ୍ୟାପକ ନିଯୁକ୍ତି ମଧ୍ୟ ହେଉନାହିଁ।ପିଜି ପାଠ୍ୟକ୍ରମ ପାଇଁ ବାରମ୍ବାର ଅନୁରୋଧ କଲା ସତ୍ତ୍ଵେ ମଧ୍ୟ ସରକାର ଶୁଣୁ ନାହାଁନ୍ତି।ସରକାର୍ ଏ ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଦାବୀ କରିଛନ୍ତି ଛାତ୍ର ଛାତ୍ରୀ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: