ବଢୁଛି ବିଧାୟକ ପ୍ରଫୁଲ୍ଲ ସାମଲ ଓ ପୁଅଙ୍କ ଅଡ଼ୁଆ
·2 years ago

ଅର୍ଗସ ବ୍ୟୁରୋ : ଭଦ୍ରକ ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲା । ବରପଦା ଇଞ୍ଜିନିୟରିଂ କଲେଜ ସମ୍ମୁଖରେ ବିଧାୟକ ପ୍ରଫୁଲ୍ଲ ସାମଲ ଓ ପୁଅ ପ୍ରୟାସକାନ୍ତଙ୍କ ବିରୁଧରେ ପୋଷ୍ଟର ମାରି ଜୋରଦାର୍ ପ୍ରତିବାଦ । କଲେଜ୍ ସାମ୍ନାରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ଆନ୍ଦୋଳନରତ କର୍ମଚାରୀ ଓ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ଠେଲାପେଲା । ବରପଦା ବିକାଶ ମଞ୍ଚ ଓ ଆନ୍ଦୋଳନରତ କର୍ମଚାରୀ ମାନେ ଦୀର୍ଘ ଦିନ ଧରି ଆନ୍ଦୋଳନରେ ବସି ରହିଛନ୍ତି । ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୋଲିସ୍ ମୁତୟନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
