Toshali Mela / ସପିଂରୁ ଖାଦ୍ୟ ପର୍ଯ୍ୟନ୍ତ ସବୁକିଛି; ୯୦୫ ଷ୍ଟଲ୍ ସହ ଆରମ୍ଭ ହେଲା ବଡ଼ ମେଳା
·7 months ago·2 min read

Key Points
ଭୁବନେଶ୍ବର ଆରମ୍ଭ ହେଲା ସବୁଠୁ ବଡ଼ ମେଳା
ଜନତା ମଇଦାନରେ ତୋଷାଳୀ ସ୍ଵଦେଶୀ ମେଳା ଅନୁଷ୍ଠିତ
ମେଳାରେ ଲାଗିଛି ୯୦୫ ଷ୍ଟଲ୍
ଜନତା ମଇଦାନରେ ତୋଷାଳୀ ସ୍ଵଦେଶୀ ମେଳା ଅନୁଷ୍ଠିତ
ମେଳାରେ ଲାଗିଛି ୯୦୫ ଷ୍ଟଲ୍
ବୁଣାକାର ଓ କାରିଗରଙ୍କ ପାଇଁ ଲାଗିଲା ସମୃଦ୍ଧିର ମହାକୁମ୍ଭ । ଜୀବନ, ଜୀବିକାକୁ ନୂଆ ଦିଗ ଦେଖାଇବ ତୋଷାଳୀ ସ୍ଵଦେଶୀ ମେଳା ୨୦୨୬ । ଏହି ମେଳା ଆସନ୍ତା ଆସନ୍ତା ୨୬ ତାରିଖ ଯାଏଁ ଅନୁଷ୍ଠିତ ହେବ । ମେଳାରେ ସୁନ୍ଦର ତୋରଣ ସାଙ୍ଗକୁ ବିଭିନ୍ନ ଥିମର କାରୁକାର୍ଯ୍ୟ ସମସ୍ତଙ୍କ ମନ ମୋହିଛି । ଜନତା ମଇଦାନରେ ଆୟୋଜିତ ହୋଇଛି ଏହି ମେଳା । ପ୍ରଥମ ଥର ତୋଷାଳୀ ମେଳାରେ ଦେଶୀ ଜିନିଷକୁ ଗୁରୁତ୍ଵ ଦିଆଯାଇଛି । ଖୁବ ସୁନ୍ଦର ଭାବେ ସଜ୍ଜିତ ହୋଇଛି ୩ଟି ପାଭେଲିୟନ, ଯେଉଁଥିରେ ରେଶମ ଘର, ହସ୍ତଶିଳ୍ପ ଘର, ହସ୍ତତନ୍ତ ଓ ବୟନଶିଳ୍ପକୁ ଆପଣ ପାଖରୁ ଦେଖିବାକୁ ପାଇବେ । ରେଶମ ପୋକରୁ କିପରି ସୂତା ଓ କପଡା ତିଆରି ହୁଏ, ତାର ପୁରା ପ୍ରକ୍ରିୟା ଦର୍ଶକଙ୍କୁ ମେଳାରେ ପ୍ରତ୍ୟକ୍ଷ ଭାବେ ଦର୍ଶାଯାଉଛି । ସେହିପରି ରାଜ୍ୟର ଭିନ୍ନ ଭିନ୍ନ ହସ୍ତତନ୍ତ ମଧ୍ୟ ମେଳାର ଶୋଭା ବର୍ଦ୍ଧନ କରିଛି ।
ପଢନ୍ତୁ ଏହି ଖବର: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପୁରୀ ଜିଲ୍ଲା; ଦ୍ଵିତୀୟ ପସନ୍ଦ ପାଲଟିଲା କୋଣାର୍କ
- ରାଜ୍ୟ ବାହାରୁ ଆସିଛନ୍ତି ବ୍ୟବସାୟୀ
ପଢନ୍ତୁ ଏହି ଖବର: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପୁରୀ ଜିଲ୍ଲା; ଦ୍ଵିତୀୟ ପସନ୍ଦ ପାଲଟିଲା କୋଣାର୍କ
- ମନ ମୋହୁଛି ସୂତା, ପାଟ ଶାଢୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ସନ୍ଧ୍ୟା ହେଲା ମାନେ ଜମୁଛି ଗ୍ରାହକଙ୍କ ଭିଡ଼
ଅଧିକ ଖବର ପଢନ୍ତୁ...
Related Topics
Explore more stories