Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘାଟିରେ ଓଲଟିଲା ଟିପ୍ପର, ଫଳରେ ୬ ଶ୍ରମିକଙ୍କ ମୃତ୍ୟୁ

Jitendra Dash
Browse all articles by Jitendra Dash
·2 years ago
ଘାଟିରେ ଓଲଟିଲା ଟିପ୍ପର, ଫଳରେ ୬ ଶ୍ରମିକଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ : ମାଲକାନାଗିରିର ହନ୍ତାଳଗୁଡା ଘାଟିରେ ଓଲଟିଲା ଟିପ୍ପର । ଫଳରେ ୬ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଟିପ୍ପରରେ ଲୁହାଛଡ ଓ ସିମେଣ୍ଟ ଯାଉଥିଲା । ଆହତ ଶ୍ରମିକଙ୍କୁ ବଡପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବିଏସଏଫ୍ ଯବାନ୍ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଜଣାପଡିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tragic Road Accident In Malkangiri Of Odisha, 6 Dead | Argus News