Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପରୀକ୍ଷା ମୂଳକ ଭାବେ ଜିଲ୍ଲାକୁ ଗଡିଲା ରେଳ ଇଞ୍ଜିନ

Jitendra Dash
Browse all articles by Jitendra Dash
·2 years ago
ପରୀକ୍ଷା ମୂଳକ ଭାବେ ଜିଲ୍ଲାକୁ ଗଡିଲା ରେଳ ଇଞ୍ଜିନ

ଅର୍ଗସ ବ୍ୟୁରୋ : ପ୍ରଥମ ଥର ବୌଦ୍ଧ ଜିଲ୍ଲାକୁ ଆସିଲା ଟ୍ରାଏଲ ରନ୍‌ ଟ୍ରେନ ଇଞ୍ଜିନ । ଯାହାକୁ ନେଇ ଜିଲ୍ଲାବାସୀଙ୍କ ମନରେ ବଢ଼ିଛି ଉତ୍କଣ୍ଠା । ପ୍ରଥମ ପର୍ଯ୍ୟାୟରେ ୮ କିଲୋମିଟର ପର୍ଯ୍ୟନ୍ତ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ବୌଦ୍ଧ ଜିଲ୍ଲା ପୁରୁଣାପାଣି ରେଳ ଷ୍ଟେସନ ପର୍ଯ୍ୟନ୍ତ ଏକ ରେଳ ଇଂଜିନ ବଗି ସୋନପୁର ରେଲୱେ ଷ୍ଟେସନଠାରୁ ତେଲନଦୀ ବ୍ରିଜ ଉପରେ ଆସି ଟ୍ରାଏଲ ରନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Trial run train engine came to Boudh district for the first time | Argus News