Kalahandi Honour Killing / ଭିନ୍ନ ଜାତି ବୋଲି ମାରିଦେଲେ ! ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ବନ୍ଧା ହୋଇଛି ହାତ
·2 hours ago·2 min read

Key Points
ଧର୍ମଗଡରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି
୫ଦିନ ତଳେ ନିଖୋଜ ହୋଇଯାଇଥିଲେ ପ୍ରେମୀଯୁଗଳ
ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି
୫ଦିନ ତଳେ ନିଖୋଜ ହୋଇଯାଇଥିଲେ ପ୍ରେମୀଯୁଗଳ
କଳାହାଣ୍ଡି: ଭିନ୍ନ ଜାତିର ହୋଇଥିବାରୁ ମାରିଦେଲେ କି ? ଧର୍ମଗଡରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପରେ ବଢୁଛି ସସପେନ୍ସ । ସେମାନଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ପାଞ୍ଚ ଦିନ ତଳେ ନିଖୋଜ ଥିବା ପ୍ରେମୀ ଯୁଗଳଙ୍କ ମୃତଦେହ ବେହେରା ସ୍ଥିତ ଭଣ୍ଡାର ଡଙ୍ଗରି ଶୀର୍ଷରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ଉଭୟଙ୍କ ମୃତ୍ୟୁକୁ ନେଇ ହତ୍ୟା ସନ୍ଦେହ ପ୍ରକାଶ ପାଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।
ପଢନ୍ତୁ ଏହି ଖବର: ପ୍ରଥମେ ଧକ୍କା ଦେଲେ; ୱିଣ୍ଡସିଲ୍ଡରେ ହାତ ଫସାଇ ମାରିଦେଲେ
- ୫ ଦିନ ତଳେ ନିଖୋଜ ଥିଲେ
- ମିଳିଲା ଗଳିତ ମୃତଦେହ
ପଢନ୍ତୁ ଏହି ଖବର: ପ୍ରଥମେ ଧକ୍କା ଦେଲେ; ୱିଣ୍ଡସିଲ୍ଡରେ ହାତ ଫସାଇ ମାରିଦେଲେ
- ପୁଅ ଘରକୁ ମିଳିଥିଲା ଧମକ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories