Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ବିଚାରାଧୀନ କଏଦୀ

Jitendra Dash
Browse all articles by Jitendra Dash
·2 years ago
ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ବିଚାରାଧୀନ କଏଦୀ

ଅର୍ଗସ ବ୍ୟୁରୋ : ଜେଲରେ ପଡିଲା ହାତଗଣ୍ଠି। ଭୁବନେଶ୍ୱର ସ୍ପେଶାଲ ଜେଲରେ ଦୁଇ ବିଚାରାଧୀନ କଏଦୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜେଲ ବିଭାଗ ଓ  କୋର୍ଟଙ୍କ ନିର୍ଦେଶକ୍ରମେ ଦୁଇ ଜଣ ବିବାହ କରିଛନ୍ତି । ଏଡିଏମ ଭୁବନେଶ୍ୱର, ସିଡିପିଓ ଖୋର୍ଦ୍ଧା, ଜେଲ ସୁପରିଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁ, ଜେଲର ପି.କେ.ସାହୁଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତିରେ ବିବାହ ଶେଷ ହୋଇଛି ।

ଅଧିକ ପଢନ୍ତି ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two convicts get married | Argus News