Videos
|
Odisha

ଧାମରା ନିକଟସ୍ଥ ସମୁଦ୍ର ମୁହାଣରେ ଅଟକିଲା ଦୁଇ ଟ୍ରଲର

Swayangprajna Mishra
Browse all articles by Swayangprajna Mishra
·1 year ago
ଧାମରା ନିକଟସ୍ଥ ସମୁଦ୍ର ମୁହାଣରେ ଅଟକିଲା ଦୁଇ ଟ୍ରଲର

ଅର୍ଗସ ବ୍ୟୁରୋ : ଧାମରା ନିକଟସ୍ଥ ସମୁଦ୍ର ମୁହାଣରେ ଅଟକିଲା ଦୁଇ ଟ୍ରଲର। ଗୋଟିଏ ଟ୍ରଲର ଆଉ ଏକ ଟ୍ରଲରକୁ ଦୌଡି ସାହାଯ୍ୟରେ ଟାଣୁଥିବାର ଚିତ୍ର କୈଦ ହୋଇଛି କ୍ୟାମେରା ଲ୍ୟାନ୍ସରେ। ଦୁଇଟି ଟ୍ରଲର ପଶ୍ଚିମବଙ୍ଗର ବୋଲି ମତ୍ସ୍ୟ ବିଭାଗର ଵୋଲି ଜଣାପଡିଛି। ବର୍ତ୍ତମାନ ତୁହାକୁ ତୁହା ପବନ ହେଉଥିବା ବେଳେ ବର୍ଷା ବି ଲାଗିରହିଛି। ଏହି ସମୟରେ ମୁହାଣରେ ଟ୍ରଲର ଅଟକିବା ବିପଦପୂର୍ଣ୍ଣ ବୋଲି କହିଛନ୍ତି ମତ୍ସ୍ୟବିଭାଗର କର୍ମଚାରୀ ।

ଅଧିକ ପଢନ୍ତୁ : ଦାନା ପ୍ରଭାବ ; ରାତିରେ ଶୋଇଥିବା ବେଳେ ପଡିଲା ଗଛ, ୧ଗୁରୁତର ଆହତ

ଅନ୍ୟପଟେ ବୈତରଣୀ ବାଲିଚର ସଂଘର ସଦସ୍ୟ ଦେଇଛନ୍ତି ସାଂଘାତିକ ସୂଚନା। ଏହି ଦୁଇଟି ଟ୍ରଲର ପଶ୍ଚିମ ବଙ୍ଗ ଫେରିବାକୁ ଚେଷ୍ଟା କରୁଥିଲେ ବୋଲି ସଂଘ କହିଛି। ଟ୍ରଲର ମାଲିକଙ୍କ ଅନୁମତିରେ ପଶ୍ଚିମ ବଙ୍ଗ ଫେରିବାକୁ ଉଦ୍ୟମ ହେଉଥିଲାବୋଲି ସଂଘର ସଦସ୍ୟ କହିଛନ୍ତି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: