Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କିଏ ଆସିଛନ୍ତି, କାହିଁକି ଆସିଛନ୍ତି ଜଣାପଡିନାହିଁ

Odisha

କିଏ ଆସିଛନ୍ତି, କାହିଁକି ଆସିଛନ୍ତି ଜଣାପଡିନାହିଁ

Jitendra Dash
Browse all articles by Jitendra Dash
·2 years ago
କିଏ ଆସିଛନ୍ତି, କାହିଁକି ଆସିଛନ୍ତି ଜଣାପଡିନାହିଁ

ଅର୍ଗସ ବ୍ୟୁରୋ : ଢେଙ୍କାନାଳ ପଲ୍ଲିଶ୍ରୀ ପଡିଆରେ ଅଜଣା ହେଲିକପ୍ଟର । ଢ଼େଙ୍କାନାଳ ମହିଶାପାଟ ସ୍ଥିତ ପଡ଼ିଆରେ ଏକ ହେଲିକପ୍ଟର ଅବତରଣ କରିଛି । କିନ୍ତୁ ଏଥିରେ କିଏ ଆସିଛନ୍ତି କାହିଁକି ଆସିଛନ୍ତି ଜଣାପଡିନାହିଁ । ଏନେଇ ଜିଲ୍ଲା ପ୍ରଶାସନ କିମ୍ବା ପୋଲିସ ପାଖରେ କୌଣସି ସୂଚନା ନାହିଁ । କେନ୍ଦ୍ରର କୌଣସି ନେତା ପ୍ରଚାର ପାଇଁ ଆସି ପାରନ୍ତି ବୋଲି ଅନୁମାନ କରାଯାଉଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Unidentified helicopter at Dhenkanal Pallishri ground | Argus News