|
logo
Live
Argus News App
GET APP

Argus News - ଜନଭାବନାକୁ ଆଘାତ ଦେଲା ଭଳିଆ କୌଣସି ଜିନିଷ କେହି ନକରିବା ଉଚିତ୍

Odisha

ଜନଭାବନାକୁ ଆଘାତ ଦେଲା ଭଳିଆ କୌଣସି ଜିନିଷ କେହି ନକରିବା ଉଚିତ୍

Jitendra Dash
Browse all articles by Jitendra Dash
·2 years ago
ଜନଭାବନାକୁ ଆଘାତ ଦେଲା ଭଳିଆ କୌଣସି ଜିନିଷ କେହି ନକରିବା ଉଚିତ୍

ଅର୍ଗସ ବ୍ୟୁରୋ : କାମିଆ ଜାନି-ଗୋମାଂସ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ସବୁ ଓଡ଼ିଆ ଏବଂ ସନାତନୀଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର । ଜନଭାବନାକୁ ଆଘାତ ଦେଲା ଭଳିଆ କୌଣସି ଜିନିଷ କେହି ନକରିବା ଉଚିତ୍ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଜଣାତରେ ହେଉ ଅବା ଅଣାତରେ ହେଉ କେହି କେବେ ମହାପ୍ରଭୁଙ୍କର ଆସ୍ଥା ଓ ମହାପ୍ରଭୁଙ୍କ ସହ ଯୋଡି ହୋଇ ରହିଥିବା ଓଡ଼ିଆଙ୍କ ଭାବାବେଗ ସହ ଅତି ଉତ୍ସାହ ହୋଇ ନଖେଳିଲେ ଭଲ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଜନଭାବନାକୁ ଆଘାତ ଦେଲା ଭଳିଆ କୌଣସି ଜିନିଷ କେହି ନକରିବା ଉଚିତ୍ | Argus News