Videos
|
Odisha

ମେଡିକାଲର ଅଜବ ନିୟମ, ବେଡ ଖାଲି, ରୋଗୀ ଚଟାଣରେ

Swayangprajna Mishra
Browse all articles by Swayangprajna Mishra
·2 years ago
ମେଡିକାଲର ଅଜବ ନିୟମ, ବେଡ ଖାଲି, ରୋଗୀ ଚଟାଣରେ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ମେଡିକାଲରେ ଅଜବ ନିୟମ । ବେଡ୍ ପଡିବ ଖାଲି କିନ୍ତୁ ରୋଗୀ ଶୋଇବେ ଚଟାଣରେ । ବାଲେଶ୍ବର ଜିଲ୍ଲା ଫକୀର ମୋହନ ମେଡିକାଲର କଲେଜ ମେଡିସିନ ଓ୍ବାର୍ଡରେ ଦେଖିବାକୁ ମିଳିଛି କିଛି ଏପରି ଦୃଶ୍ୟ । ଓ୍ବାର୍ଡରେ ୧୨ରୁ ଅଧିକ ବେଡ୍ ଫାଙ୍କା ପଡିଥିବା ବେଳେ ରୋଗୀ ମାନଙ୍କୁ ଦିଆଯାଉ ନାହିଁ ।

ଅଧିକ ପଢନ୍ତୁ ଓଡିଶା ଖବର

ଗୁରୁତର ରୋଗୀ ମାନଙ୍କୁ ଚଟାଣରେ ଚିକିତ୍ସା କରାଯାଉଛି । ସରକାରୀ ମେଡିକାଲରେ ଜଣେ ଗୁରୁତର ଅବସ୍ଥାରେ ଆସି  ଚଟାଣରେ ଚିକିତ୍ସିତ ହେବ କିନ୍ତୁ ବେଡ୍ ସବୁ ଫାଙ୍କା ପଡିବ ଏ କିଭଳି ନିୟମ । ସରକାର କଣ ସ୍ବାସ୍ଥ୍ୟ ବିଭାଗରେ ଏଇଥି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
unique rule in medical ,The bed will be empty and the patient will sleep on floor | Argus News