Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ମନମୋହିଲେ ଓଡ଼ିଆ ପୁଅ ଅରୁଣ ସାହୁ

Odisha

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ମନମୋହିଲେ ଓଡ଼ିଆ ପୁଅ ଅରୁଣ ସାହୁ

Jitendra Dash
Browse all articles by Jitendra Dash
·2 years ago
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ମନମୋହିଲେ ଓଡ଼ିଆ ପୁଅ ଅରୁଣ ସାହୁ

ଅର୍ଗସ ବ୍ୟୁରୋ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ମନମୋହିଲେ ଓଡ଼ିଆ ପୁଅ ଅରୁଣ ସାହୁ । ଗଞ୍ଜାମ ଜିଲ୍ଲା କଣ୍ଟେଇକୋଳି ଗାଁର ଯୁବ ଶିଳ୍ପୀ ଅରୁଣ ସାହୁ କାଠରେ ନିର୍ମାଣ କରିଥିବା ହନୁମାନ ଚାଳିସା ପୁସ୍ତକ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ପ୍ରଦାନ କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

କାଠରେ ନିର୍ମାଣ କରିଥିବା ହନୁମାନ ଚାଳିସାର ପୁସ୍ତକ ସହ ଯୋଗୀଙ୍କ ଚିତ୍ର ମଧ୍ୟ ପ୍ରଦାନ କରିଛନ୍ତି ଅରୁଣ। ଏହାସହ ଗୋଟିଏ ଫ୍ରେମରେ ଥିବା ଅନ୍ୟ ଏକ ହନୁମାନ ଚାଳିସାକୁ ରାମ ମନ୍ଦିର ଟ୍ରଷ୍ଟକୁ ଶିଳ୍ପୀ ପ୍ରଦାନ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
uttar pradesh cm yogi adityanath | Argus News