ଭିଜିଲାନ୍ସ ଜାଲରେ ଅମିନ
·2 years ago

ଅର୍ଗସ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଅମିନ । ୮ ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ପଡିଲେ ଧରା । ବଲାଙ୍ଗିର ଜିଲ୍ଲା ସଇଁତଳା ତହସିଲ କାର୍ଯ୍ୟଳୟ ଅମିନ ନିର୍ମଳେନ କବି ଜମି ଡିମାର କେସନ ପାଇଁ ନିରେନ ସାହୁଙ୍କୁ ବାରମ୍ବାର ଟଙ୍କା ମାଙ୍ଗୁ ଥିଲେ ଶେଷରେ ନିରାଶ ହୋଇ ଭିଜିଲାନ୍ସର ଠାରେ ଅଭିଯୋଗ କରିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଆଜି ଅମିନ ନିର୍ମଳେନ୍ଦୁ କବି ନିରଞ୍ଜନ ସାହୁଙ୍କଠୁ ୮ ହଜାର ଟଙ୍କା ତହସିଲ କାର୍ଯ୍ୟାଳୟରେ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ିବସିଥିଲା । ବଲାଙ୍ଗିର ଭିଜିଲାନ୍ସ ଟିମ୍ ୮ ହଜାର ଟଙ୍କା ଜବତ କରିବା ସହ ନିର୍ମଳେନ୍ଦୁ କବିଙ୍କୁ ବଲାଙ୍ଗିର ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଅଧିକ ପଚରାଉଚରା କରୁଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: