Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ

Odisha

ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ

Swayangprajna Mishra
Browse all articles by Swayangprajna Mishra
·1 year ago
ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ

ଅର୍ଗସ ବ୍ୟୁରୋ :ବିଜୁ ମହିଳା ଜନତା ଦଳର ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ ମହାପାତ୍ର । କାରଣ ଦର୍ଶାଅ ନୋଟିସର ଉତ୍ତର ଦେବା ସହ ସେ ଏହି ଇସ୍ତଫା ଦେଇଛନ୍ତି । ଅଗଣତାନ୍ତ୍ରିକ ଭାବେ କୁଚକ୍ରୀ ଗୋଷ୍ଠୀଙ୍କ ଦ୍ଵାରା ପ୍ରଭାବିତ ହୋଇ କାରଣ ଦର୍ଶାଅ ନୋଟିସ କରାଯାଇଥିବା ଇସ୍ତଫା ପତ୍ରରେ ଲେଖିଛନ୍ତି ବିଜୟ ଲକ୍ଷ୍ମୀ। ଦଳରେ ଦୁର୍ନୀତି ଖୋର ଙ୍କୁ ସୁରକ୍ଷା ଦିଆ ଯାଉଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବିଜୟ ଲକ୍ଷ୍ମୀ ।

ଅଧିକ ପଢନ୍ତୁ ଓଡିଶା ଖବର

ଦୁର୍ନୀତି ଖୋରଙ୍କ ସୁରକ୍ଷା କବଚ ସାଜିଥିଲେ ଡ଼ି.ଏସ୍ କୁଟେ ବୋଲି ବି ସେ ଅଭିଯୋଗ ଆଣିଛନ୍ତି । ଦୁଇ ବର୍ଷ ଧରି ଦୁର୍ନୀତି ବିରୁଦ୍ଧରେ ସ୍ବର  ଉତ୍ତୋଳନ କରିବା  ସହ ନ୍ୟାୟ ପାଇଁ ଲଢେଇ କରିବାରୁ କୁଚକ୍ରି ଗୋଷ୍ଠୀଙ୍କ ରୋଷର ଶିକାର ହୋଇଥିବା ଇସ୍ତଫା ପତ୍ରରେ ଲେଖିଛନ୍ତି ବିଜୟ ଲକ୍ଷ୍ମୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Vijayalakshmi resigned from the post of Bhubaneswar organizational district president | Argus News