Free Khaja / ବଡ଼ଦାଣ୍ଡରେ ମାଗଣା ମିଳିଲା ଖଜା; ବୋହିନେଲେ ଲୋକେ
·1 hour ago·2 min read

Key Points
ପୁରୀ ବଡ଼ଦାଣ୍ଡରେ ମାଗଣା ଖଜା
କ୍ଷଣିକରେ ଖାଲି କରିଦେଲେ ଲୋକେ
କ୍ଷଣିକରେ ଖାଲି କରିଦେଲେ ଲୋକେ
ରାସ୍ତାର ଗୋଟିଏ ପାର୍ଶ୍ଵରେ ରଥଖଳା ଓ ଅନ୍ୟପଟେ ଲୋକଙ୍କ ଠେଲାପେଲା । ଭିଡ଼ ଭିତରୁ ହାତରେ ପୁଳା ପୁଳା ଖଜା ଧରି ହସି ହସି ବାହାରୁଥିଲେ ଲୋକେ । ସମସ୍ତେ ସେହି ଭିଡ଼ ଭିତରକୁ ମାଡ଼ି ଯାଉଥିଲେ । ଆଉ ଦୁଇ ହାତ ପୂର୍ଣ୍ଣ କରି ଖଜା ନେଇଆସୁଥିଲେ । କେହି କିଛି ବୁଝିବା ଆଗରୁ ଖଜାରେ ପୂରିଥିବା ହଣ୍ଡାଟି ହଠାତ୍ ଖାଲି ହୋଇଗଲା । ଆଜି ପୁରୀ ବଡ଼ଦାଣ୍ଡରେ ଦେଖିବାକୁ ମିଳିଛି କିଛି ଏପରି ଦୃଶ୍ୟ । ଯାହାର ଭିଡିଓ ଏବେ ନିଆଁ ପରି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ପଢନ୍ତୁ ଏହି ଖବର: ରାଜ୍ୟ ଭିତରେ ଏବଂ ବାହାରେ ଥିବା ମହାପ୍ରଭୁଙ୍କ ଜମିକୁ ଅଧୀନକୁ ନେବେ ସରକାର
ନିକଟରେ ପୁରୀ ଏସପି ଭିନୀତ ଅଗ୍ରୱାଲ୍ ଖଜା ବ୍ୟବସାୟୀଙ୍କୁ ୱାର୍ଣ୍ଣଂ ଦେଇଥିଲେ । କୌଣସି ବ୍ୟକ୍ତିଙ୍କୁ ଓଜନ କିମ୍ବା ଗୁଣବତ୍ତାରେ ନ ଠକିବାକୁ ଅନୁରୋଧ କରିଥିଲେ ଏସପି । ଏହାସହିତ ବେଆଇନ ଭାବରେ ବଡ଼ଦାଣ୍ଡ ନୋ ଭେଣ୍ଡିଂ ଜୋନରେ ବିକୁଥିବା ସମସ୍ତ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିବାବେଳେ ଆବଶ୍ୟକ ପଡ଼ିଲେ ଆକ୍ସନ ମଧ୍ୟ ନିଆଯିବ ବୋଲି କୁହାଯାଇଥିଲା ।
- କ୍ଷଣିକରେ ଖାଲି ହୋଇଗଲା ଖଜା
ପଢନ୍ତୁ ଏହି ଖବର: ରାଜ୍ୟ ଭିତରେ ଏବଂ ବାହାରେ ଥିବା ମହାପ୍ରଭୁଙ୍କ ଜମିକୁ ଅଧୀନକୁ ନେବେ ସରକାର
- ଭିଡିଓ ଖୁବ୍ ଭାଇରାଲ
ନିକଟରେ ପୁରୀ ଏସପି ଭିନୀତ ଅଗ୍ରୱାଲ୍ ଖଜା ବ୍ୟବସାୟୀଙ୍କୁ ୱାର୍ଣ୍ଣଂ ଦେଇଥିଲେ । କୌଣସି ବ୍ୟକ୍ତିଙ୍କୁ ଓଜନ କିମ୍ବା ଗୁଣବତ୍ତାରେ ନ ଠକିବାକୁ ଅନୁରୋଧ କରିଥିଲେ ଏସପି । ଏହାସହିତ ବେଆଇନ ଭାବରେ ବଡ଼ଦାଣ୍ଡ ନୋ ଭେଣ୍ଡିଂ ଜୋନରେ ବିକୁଥିବା ସମସ୍ତ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିବାବେଳେ ଆବଶ୍ୟକ ପଡ଼ିଲେ ଆକ୍ସନ ମଧ୍ୟ ନିଆଯିବ ବୋଲି କୁହାଯାଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories