|
logo
Live

Argus News - ଆଜିଠାରୁ ବିଧାନସଭାରେ ଶୀତ ଅଧିବେଶନ

Odisha

ଆଜିଠାରୁ ବିଧାନସଭାରେ ଶୀତ ଅଧିବେଶନ

Swayangprajna Mishra
Browse all articles by Swayangprajna Mishra
·1 year ago
ଆଜିଠାରୁ ବିଧାନସଭାରେ ଶୀତ ଅଧିବେଶନ

ଅର୍ଗସ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ଦ୍ବିତୀୟ ଅଧିବେଶନ । ନଭେମ୍ବର ୨୬ରୁ ଡିସେମ୍ବର ୩୧ ଯାଏଁ ଚାଲିବ ଗୃହ । ସରଗରମ ହେବ ଶୀତ ଅବେଶନ । ବିଧାନସଭାର ସୁପରିଚାଳନା ଲାଗି ଉଭୟ ବିରୋଧୀ ଓ ଶାସକ ଦଳର ସହମତି ଲୋଡ଼ିଲେ ବାଚସ୍ପତି । ୩୦ଟି କାର୍ଯ୍ୟଦିବସର ଶୀତ ଅଧିବେଶନ ବେଶ ଲମ୍ବା ଚାଲିବାକୁ ଥିବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ସବୁ ଦଳ ସହ କରିଛନ୍ତି ଆଲୋଚନା ।

ଅଧିକ ପଢନ୍ତୁ : ଆଜି ପାଳନ ହେବ ସମ୍ବିଧାନର ୭୫ତମ ବାର୍ଷିକୀ

କାର୍ଯ୍ୟସୂଚୀ ମୁତାବକ ପ୍ରଥମ ଦିନରେ ଅତିରିକ୍ତ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ। ପରେ ଏକାଧିକ ବିଲ ମଧ୍ୟ ରହିଛି। ପୂର୍ବ ଅଧିବେଶନ ବେସ ସରଗରମ ରହିଥିଲା । କିନ୍ତୁ ଶୀତ ଅଧିବେଶନକୁ ସୁରୁଖୁରୁ କରିବା ପାଇଁ ଆଜି ସର୍ବଦଳୀୟ ବୈଠକ ଡାକି ସହଯୋଗ ଲୋଢ଼ିଥିଲେ ବାଚସ୍ପତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆଜିଠାରୁ ବିଧାନସଭାରେ ଶୀତ ଅଧିବେଶନ | Argus News