Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୩୮ ଘଣ୍ଟା ମଧ୍ୟରେ ଗୁଜରାଟରୁ ଓଡ଼ିଶା ଫେରିଲା ଦାଦନ ଶ୍ରମିକଙ୍କ ମୃତଶରୀର

Swayangprajna Mishra
Browse all articles by Swayangprajna Mishra
·1 year ago
୩୮ ଘଣ୍ଟା ମଧ୍ୟରେ ଗୁଜରାଟରୁ ଓଡ଼ିଶା ଫେରିଲା ଦାଦନ ଶ୍ରମିକଙ୍କ ମୃତଶରୀର

ଅର୍ଗସ ବ୍ୟୁରୋ : ଅସହାୟଙ୍କୁ ସାହା ହେଲେ ରାଜ୍ୟସରକାର । ୩୮ ଘଣ୍ଟା ମଧ୍ୟରେ ଗୁଜରାଟରୁ ଓଡ଼ିଶା ଫେରିଲା ଦାଦନ ଶ୍ରମିକଙ୍କ ମୃତଶରୀର । ଓଡ଼ିଶା ସରକାରଙ୍କ ଯୁଦ୍ଧକାଳୀନ ପଦକ୍ଷେପକୁ ପ୍ରଶଂସା । ଗୁଜରାଟକୁ ଦାଦନ ଖଟିବାକୁ ଯାଇ ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ବ୍ରାଭଣବୋଷ ଗାଁର ଦିକୁ ହାଁସଦାଙ୍କ ମୃତ୍ୟୁ ହୋଇଥିଲା ।

ଅଧିକ ପଢନ୍ତୁ : ୨୪ ବର୍ଷର ବିଜେଡି ସରକାରରେ ଚରମ ସୀମାରେ ଥିଲା ଦାଦନ ଦୁଃଖ

ମୃତ ଦେହକୁ ଓଡ଼ିଶା ଫେରାଇ ଆଣିବାକୁ ନିବେଦନ କରିଥିଲେ ମୃତକଙ୍କ ସ୍ତ୍ରୀ ଓ ଝିଅ । ୩୮ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାପାଳ ତତ୍ତ୍ଵାବଧାନରେ ଗୁଜରାଟ ସରକାରଙ୍କ ସହଯୋଗରେ ଓଡ଼ିଶା ଫେରିଲା ମୃତଦେହ । ଓଡ଼ିଶା ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପରିବାର ଲୋକେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Within 38 hours, the dead body of the laborer returned from Gujarat to Odisha | Argus News