Bhagwant Mann Row / ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ; ଭଗୱନ୍ତ ମାନ ମଦ ପିଇ ଗୃହକୁ ଆସିଥିବା କହିଲା ଅକାଳୀ ଦଳ
·1 hour ago·2 min read

Key Points
ମଦ ପିଇ ପବିତ୍ର ଗୃହକୁ ଆସିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ଭଗୱନ୍ତ ମାନଙ୍କ ବିରୋଧରେ ଏଭଳି ବଡ଼ ଓ ସଙ୍ଗୀନ ଅଭିଯୋଗ ଆଣିଛି ଶିରୋମଣି ଅକାଳୀ ଦଳ ।
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବଡ଼ ଅଭିଯୋଗ । ମଦ ପିଇ ପବିତ୍ର ଗୃହକୁ ଆସିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ଭଗୱନ୍ତ ମାନଙ୍କ ବିରୋଧରେ ଏଭଳି ବଡ଼ ଓ ସଙ୍ଗୀନ ଅଭିଯୋଗ ଆଣିଛି ଶିରୋମଣି ଅକାଳୀ ଦଳ । ଅଭିଯୋଗ ଆଣି ଅକାଳୀ ଦଳ ସୋସିଆଲ୍ ମିଡିଆ ଏକ୍ସରେ ଏକ ଭିଡଓ ପୋଷ୍ଟ କରିଛି ।
ଯେଉଁଥିରେ ଶିରୋମଣି ଅକାଳୀ ଦଳ ଲେଖିଛି, "ବହୁତ ଲଜ୍ଜାଜନକ କଥା ହେଉଛି, ଶ୍ରମିକ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ପବିତ୍ର ଗୃହକୁ ମଦ୍ୟ ପାନ କରି ଆସିଛନ୍ତି । ଆପଣ ନିଜେ ଦେଖି ନିଅନ୍ତୁ ମୁଖ୍ୟମନ୍ତ୍ରୀ ଗୃହ ମଧ୍ୟରେ କିଭଳି ବ୍ୟବହାର କରୁଛନ୍ତି ।"
ଏଥିସହ ପଢ଼ନ୍ତୁ: ନିର୍ବାଚନ ଫଳ ପୂର୍ବରୁ TMCକୁ ବଡ଼ ଝଟକା, ଆବେଦନ ଖାରଜ କଲେ କୋଲକାତା ହାଇକୋର୍ଟ
ଉକ୍ତ ପୋଷ୍ଟରେ ଶିରୋମଣି ଅକାଳୀ ଦଳ ମୁଖ୍ୟମନ୍ତ୍ରୀ ମାନଙ୍କ ଏଭଳି ବ୍ୟବହାରକୁ କଡ଼ା ନିନ୍ଦା କରିଛି । ଏଥିସହ ପଞ୍ଜାବର ଜନତାଙ୍କ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଡୋପ୍ ଟେଷ୍ଟ କରିବାକୁ ଦାବି କରିଛି ଦଳ । କହିଛି, 'ଡୋପ୍ ଟେଷ୍ଟ ହେଲେ ପଞ୍ଜାବର ଲୋକ ସତ ଜାଣି ପାରିବେ ।'
ପଞ୍ଜାବର ବିରୋଧୀ ଦଳ ନେତା ପ୍ରତାପ ସିଂହ ବାଜୱା, ସମସ୍ତ ବିଧାୟକଙ୍କ ମଦ୍ୟ ପାନ ଟେଷ୍ଟ କରିବାକୁ ଦାବି କରିଛନ୍ତି । କହିଛନ୍ତି, "କଂଗ୍ରେସର ଜଣେ ବିଧାୟକ ରାଇଜ ମୁଖିଆ ମଦ୍ୟପାନ କରି ଆସିଥିବା ଅଭିଯୋଗ ଆଣିଛନ୍ତି । ତେଣୁ ସମସ୍ତ ବିଧାୟକଙ୍କ ଆଲକହଲ ମିଟର ଟେଷ୍ଟ କରାଯାଉ ।"
ବିରୋଧୀ କଂଗ୍ରେସ କହିଛି, "ପଞ୍ଜାବ ମୁଖ୍ୟମନ୍ତ୍ରୀ ମଦ୍ୟପାନ କରି ବିଧାନସଭା ଆସିଛନ୍ତି । ଏଥିପାଇଁ ସମସ୍ତ ବିଧାୟକଙ୍କ ଟେଷ୍ଟ କରାଯାଉ । ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଭିଯୋଗ ଆସିଛି, ତେଣୁ ସମସ୍ତ ବିଧାୟକଙ୍କ ଟେଷ୍ଟ କରାଯିବା ଦରକାର ।"
ଏଥିସହ ପଢ଼ନ୍ତୁ: ରାଘବ ଚଢ଼ାଙ୍କ ସହ AAP ଛାଡ଼ିଲେ ୭ ସାଂସଦ, ଜାଣନ୍ତୁ କାହିଁକି ଲାଗୁ ହେବନି ଦଳ ବଦଳ ଆଇନ୍ ?
୧୫ ପ୍ରତିଶତ ବଢ଼ିବା ସର୍ବନିମ୍ନ ମଜୁରୀ
ଭଗୱନ୍ତ ମାନଙ୍କ ବିରୋଧରେ ବିରୋଧୀ ସାଂଘାତିକ ଅଭିଯୋଗ ଆଣିଥିବା ବେଳେ ଶ୍ରମିକଙ୍କ ପାଇଁ ସରକାର ବଡ଼ ଘୋଷଣା କରିଛନ୍ତି । ପଞ୍ଜାବରେ ଶ୍ରମିକଙ୍କ ମଜୁରୀରେ ସର୍ବନିମ୍ନ ୧୫ ପ୍ରତିଶତ ବୃଦ୍ଧି କରାଯାଇଛି । ଯାହା ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଲାଗୁ କରାଯିବ ।
ମଦ୍ୟ ପାନ ଅଭିଯୋଗକୁ ନେଇ ଭଗୱନ୍ତ ମାନ କହିଛନ୍ତି, "ବିଧାନସଭା ଆରମ୍ଭର ପ୍ରଥମ ଦିନ ଠିକ୍ ରହିଛି । କିନ୍ତୁ କଂଗ୍ରେସ ସବୁବେଳେ କକ୍ଷ ତ୍ୟାଗ ପାଇଁ ବାହନା ଖୋଜୁଛି ।" ସେପଟେ ଭଗୱନ୍ତ ମାନଙ୍କ ଡୋପ୍ ଟେଷ୍ଟ କରିବା ନେଇ ହୋଇଥିବା ଦାବିକୁ ବାଚସ୍ପତି ଅଗ୍ରାହ୍ୟ କରିଛନ୍ତି ।

ਬਹੁਤ ਸ਼ਰਮ ਦੀ ਗੱਲ ਹੈ ਕਿ @BhagwantMann ਅੱਜ 'ਮਜ਼ਦੂਰ ਦਿਵਸ' ਮੌਕੇ ਪਵਿੱਤਰ ਸਦਨ ਵਿਧਾਨ ਸਭਾ ਵਿੱਚ ਸ਼ਰਾਬ ਨਾਲ ਡੱਕ ਕੇ ਆ ਗਿਆ❗
— Shiromani Akali Dal (@Akali_Dal_) May 1, 2026
ਤੁਸੀਂ ਖੁਦ ਹਾਲ ਦੇਖ ਲਓ ਮੁੱਖ ਮੰਤਰੀ ਦਾ, ਵਿਧਾਨ ਸਭਾ' ਚ ਕਿਵੇਂ ਵਿਵਹਾਰ ਕਰ ਰਿਹਾ ਹੈ❗
ਸ਼੍ਰੋਮਣੀ ਅਕਾਲੀ ਦਲ ਮੁੱਖ ਮੰਤਰੀ ਦੇ ਇਸ ਵਤੀਰੇ ਦੀ ਸਖ਼ਤ ਨਿੰਦਾ ਕਰਦਾ ਹੈ, ਉਸਨੂੰ ਅੱਜ ਦੇ ਦਿਨ ਸ਼ਰਾਬ ਪੀਕੇ… pic.twitter.com/zuszvbRWea
ପଞ୍ଜାବର ବିରୋଧୀ ଦଳ ନେତା ପ୍ରତାପ ସିଂହ ବାଜୱା, ସମସ୍ତ ବିଧାୟକଙ୍କ ମଦ୍ୟ ପାନ ଟେଷ୍ଟ କରିବାକୁ ଦାବି କରିଛନ୍ତି । କହିଛନ୍ତି, "କଂଗ୍ରେସର ଜଣେ ବିଧାୟକ ରାଇଜ ମୁଖିଆ ମଦ୍ୟପାନ କରି ଆସିଥିବା ଅଭିଯୋଗ ଆଣିଛନ୍ତି । ତେଣୁ ସମସ୍ତ ବିଧାୟକଙ୍କ ଆଲକହଲ ମିଟର ଟେଷ୍ଟ କରାଯାଉ ।"
ବିରୋଧୀ କଂଗ୍ରେସ କହିଛି, "ପଞ୍ଜାବ ମୁଖ୍ୟମନ୍ତ୍ରୀ ମଦ୍ୟପାନ କରି ବିଧାନସଭା ଆସିଛନ୍ତି । ଏଥିପାଇଁ ସମସ୍ତ ବିଧାୟକଙ୍କ ଟେଷ୍ଟ କରାଯାଉ । ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଭିଯୋଗ ଆସିଛି, ତେଣୁ ସମସ୍ତ ବିଧାୟକଙ୍କ ଟେଷ୍ଟ କରାଯିବା ଦରକାର ।"
ଏଥିସହ ପଢ଼ନ୍ତୁ: ରାଘବ ଚଢ଼ାଙ୍କ ସହ AAP ଛାଡ଼ିଲେ ୭ ସାଂସଦ, ଜାଣନ୍ତୁ କାହିଁକି ଲାଗୁ ହେବନି ଦଳ ବଦଳ ଆଇନ୍ ?
୧୫ ପ୍ରତିଶତ ବଢ଼ିବା ସର୍ବନିମ୍ନ ମଜୁରୀ
ଭଗୱନ୍ତ ମାନଙ୍କ ବିରୋଧରେ ବିରୋଧୀ ସାଂଘାତିକ ଅଭିଯୋଗ ଆଣିଥିବା ବେଳେ ଶ୍ରମିକଙ୍କ ପାଇଁ ସରକାର ବଡ଼ ଘୋଷଣା କରିଛନ୍ତି । ପଞ୍ଜାବରେ ଶ୍ରମିକଙ୍କ ମଜୁରୀରେ ସର୍ବନିମ୍ନ ୧୫ ପ୍ରତିଶତ ବୃଦ୍ଧି କରାଯାଇଛି । ଯାହା ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଲାଗୁ କରାଯିବ ।
ମଦ୍ୟ ପାନ ଅଭିଯୋଗକୁ ନେଇ ଭଗୱନ୍ତ ମାନ କହିଛନ୍ତି, "ବିଧାନସଭା ଆରମ୍ଭର ପ୍ରଥମ ଦିନ ଠିକ୍ ରହିଛି । କିନ୍ତୁ କଂଗ୍ରେସ ସବୁବେଳେ କକ୍ଷ ତ୍ୟାଗ ପାଇଁ ବାହନା ଖୋଜୁଛି ।" ସେପଟେ ଭଗୱନ୍ତ ମାନଙ୍କ ଡୋପ୍ ଟେଷ୍ଟ କରିବା ନେଇ ହୋଇଥିବା ଦାବିକୁ ବାଚସ୍ପତି ଅଗ୍ରାହ୍ୟ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories