Dharmendra Resignation / ଧର୍ମେନ୍ଦ୍ରଙ୍କ ଇସ୍ତଫା; ଏଭଳି ନିଷ୍ପତ୍ତି ନୀତି ଆଦର୍ଶର ପରିଚୟ କଲେ ମୁଖ୍ୟମନ୍ତ୍ରୀ

Key Points
ଇସ୍ତଫା ନିଷ୍ପତ୍ତି ନୀତି ଆଦର୍ଶର ପରିଚୟ କଲେ ମୁଖ୍ୟମନ୍ତ୍ରୀ
ବୃହତ୍ତର ସ୍ୱାର୍ଥକୁ ପ୍ରାଥମିକତା ଦେବାପାଇଁ ପ୍ରଶଂସା କଲେ ନିତିନ ନବୀନ
- 'ଉଚ୍ଚ ନୀତି ଆଦର୍ଶର ପରିଚାୟକ'
As Union Minister of Education, Shri @dpradhanbjp led transformative reforms, including the historic National Education Policy (NEP 2020), laying a strong foundation for the future of millions of students across the nation. Prioritizing high moral values above all else, his… https://t.co/wTP17lVJ9X
— Mohan Charan Majhi (@MohanMOdisha) July 25, 2026
- ଧର୍ମେନ୍ଦ୍ରଙ୍କୁ ନେଇ ଏମିତି କହିଲେ ନିତିନ ନବୀନ
As Union Education Minister, Shri Dharmendra Pradhan Ji played a pivotal role in reforming India's education landscape and successfully implementing the landmark National Education Policy (NEP 2020), among other initiatives.
— Nitin Nabin (@NitinNabin) July 25, 2026
Prioritising larger interests, his decision to step… https://t.co/fJB5EnCBLk
ପଢନ୍ତୁ ଏହି ଖବର: ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତର ରୂପକାର; କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଲ୍ଲେଖନୀୟ ଅବଦାନ
ଅନ୍ୟପଟେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ତାଙ୍କର ବିଭାଗ ପ୍ରତି ଅବଦାନକୁ ମନେ ପକାଇଛନ୍ତି । ସେ କହିଛନ୍ତି ଯେ ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ରଙ୍କ ଯାତ୍ରା ସାର୍ବଜନୀନ ଜୀବନ ତଥା ଛାତ୍ର କଲ୍ୟାଣ କ୍ଷେତ୍ରରେ ତାଙ୍କର ଆଜୀବନ ନିଷ୍ଠାପର ସେବାର ଏକ ଜ୍ୱଳନ୍ତ ଉଦାହରଣ । ସେ କେନ୍ଦ୍ର କ୍ୟାବିନେଟରେ ଥିବାବେଳେ ଭାରତର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ପ୍ରତ୍ୟେକ ନିଷ୍ପତ୍ତିର କେନ୍ଦ୍ରବିନ୍ଦୁରେ ଲକ୍ଷ ଲକ୍ଷ ଯୁବ ଛାତ୍ରଛାତ୍ରୀଙ୍କୁ ରଖିବା ଦିଗରେ ତାଙ୍କର ଆନ୍ତରିକ ଉତ୍ସର୍ଗୀକୃତ ମନୋଭାବକୁ ସେ ଅତି ନିକଟରୁ ଦେଖିଥିବା କହିଛନ୍ତି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ନେତୃତ୍ୱ ନେବା ପାଇଁ ଅସାଧାରଣ ଦୃଢ଼ତା ଓ ସଂକଳ୍ପର ଆବଶ୍ୟକତା ରହିଥାଏ, ଯାହାକୁ ସେ ସାହସ ଓ ସ୍ପଷ୍ଟ ଦୂରଦୃଷ୍ଟି ସହ ଗ୍ରହଣ କରିଛନ୍ତି ବୋଲି ରିଜିଜୁ କହିଛନ୍ତି ।
True leadership is measured over decades & @dpradhanbjp ji’s journey stands as a testament to lifelong engagement with public life & student welfare.
— Kiren Rijiju (@KirenRijiju) July 25, 2026
Having worked alongside him in the Union Cabinet, I have seen his sincere dedication to strengthening India’s education ecosystem… pic.twitter.com/dNavUuVVh7
📱 Get Argus News App
✨Related Topics
Explore more stories