Mamata Banerjee Attacked / ମମତା ବାନାର୍ଜୀଙ୍କୁ ଆକ୍ରମଣ; ପଥର ଫିଙ୍ଗାଯାଇଥିବା ଆଣିଲେ ଅଭିଯୋଗ
·1 hour ago·2 min read

Key Points
ମମତା ବାନାର୍ଜୀଙ୍କୁ ବିରୋଧ ପ୍ରଦର୍ଶନ
ପଥର କାଦୁଅ ଫିଙ୍ଗିଲେ ପ୍ରଦର୍ଶନକାରୀ
ପଥର କାଦୁଅ ଫିଙ୍ଗିଲେ ପ୍ରଦର୍ଶନକାରୀ
କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ । ବିରୋଧ ପ୍ରଦର୍ଶନକାରୀ ତାଙ୍କ କାର ଉପରକୁ ପଥରମାଡ଼ ଓ କାଦୁଅ ଫିଙ୍ଗିଥିବା ମମତା ଅଭିଯୋଗ ଆଣିଛନ୍ତି । ଦଳର ଦିବଙ୍ଗତ କାର୍ଯ୍ୟକର୍ତ୍ତା ବିରଜୁ କେଓଟଙ୍କ ଘରକୁ ଯିବା ସମୟରେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଛି ଓ ବିରୋଧ ପ୍ରଦର୍ଶନକାରୀ ତାଙ୍କ କାରକୁ ରୋକିବାକୁ ଚେଷ୍ଟା କରିଥିବା ସେ ଅଭିଯୋଗ କରିଛନ୍ତି ।
ଉତ୍ତର ୨୪ ପ୍ରଗଣା ଜିଲ୍ଲାର ହଲିସହରରେ ଏହି ଘଟଣା ଘଟିଛି । ଯେତେବେଳେ ମମତା ଗାଁରେ ପହଞ୍ଚିଥିଲେ ସେତେବେଳେ ପ୍ରଦର୍ଶନକାରୀ ତାଙ୍କ ଗାଡ଼ିକୁ ଘେରିଯାଇଥିଲେ । କାର ଉପରକୁ ଚପଲ ଓ ଜୋତା ଫିଙ୍ଗିଥିବାବେଳେ 'ଚୋର ଚୋର' ନାରା ଦେଇଥିଲେ । ଏପରିକି ବିକ୍ଷୋଭକାରୀମାନେ ତାଙ୍କ କାର ଉପରକୁ କାଦୁଅ, ପାଣି ବୋତଲ ଫିଙ୍ଗିଥିଲେ । ମମତାଙ୍କୁ 'ଡାକୁମାନଙ୍କ ରାଣୀ' ବୋଲି ମଧ୍ୟ ସମ୍ବୋଧନ କରିଥିଲେ ।
ପଢନ୍ତୁ ଏହି ଖବର: ଡ୍ରେସ ଚିରିଲେ, ଅଣ୍ଡା ଫିଙ୍ଗିଲେ...ଶେଷରେ ହେଲମେଟ୍ ପିନ୍ଧି ବାହାରିଲେ ଅଭିଷେକ ବାନାର୍ଜୀ
ଅନ୍ୟପଟେ ମମତାଙ୍କ କାର ଉପରେ ଆକ୍ରମଣ ହେଉଥିବାର ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ପୋଲିସ ବିକ୍ଷୋଭକାରୀଙ୍କୁ ଘଉଡ଼ାଉଥିବା ଦେଖିବାକୁ ମିଳିଛି । ଭିଡିଓରୁ ପ୍ରଦର୍ଶନକାରୀଙ୍କୁ ଚିହ୍ନଟ କରାଯାଇ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପଶ୍ଚିମବଙ୍ଗ ରାଜ୍ୟ ବିଜେପି ମୁଖ୍ୟ କହିଛନ୍ତି । ଆଜି ସକାଳେ ମମତା ଉତ୍ତର ୨୪ ପ୍ରଗଣା ଯାଇଥିବାବେଳେ ତାଙ୍କୁ ବିକ୍ଷୋଭକାରୀଙ୍କ ସାମ୍ନା କରିବାକୁ ପଡ଼ିଥିଲା ।

- କଣ ଅଭିଯୋଗ କଲେ ମମତା ?
- ଆସିଲା ଶାସକ ଦଳର ପ୍ରତିକ୍ରିୟା
ପଢନ୍ତୁ ଏହି ଖବର: ଡ୍ରେସ ଚିରିଲେ, ଅଣ୍ଡା ଫିଙ୍ଗିଲେ...ଶେଷରେ ହେଲମେଟ୍ ପିନ୍ଧି ବାହାରିଲେ ଅଭିଷେକ ବାନାର୍ଜୀ
ଅନ୍ୟପଟେ ମମତାଙ୍କ କାର ଉପରେ ଆକ୍ରମଣ ହେଉଥିବାର ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ପୋଲିସ ବିକ୍ଷୋଭକାରୀଙ୍କୁ ଘଉଡ଼ାଉଥିବା ଦେଖିବାକୁ ମିଳିଛି । ଭିଡିଓରୁ ପ୍ରଦର୍ଶନକାରୀଙ୍କୁ ଚିହ୍ନଟ କରାଯାଇ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପଶ୍ଚିମବଙ୍ଗ ରାଜ୍ୟ ବିଜେପି ମୁଖ୍ୟ କହିଛନ୍ତି । ଆଜି ସକାଳେ ମମତା ଉତ୍ତର ୨୪ ପ୍ରଗଣା ଯାଇଥିବାବେଳେ ତାଙ୍କୁ ବିକ୍ଷୋଭକାରୀଙ୍କ ସାମ୍ନା କରିବାକୁ ପଡ଼ିଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories