Mamata Banerjee / କୋର୍ଟରୁ ଦିଦିଙ୍କୁ ବଡ଼ ରାଜନୈତିକ ଝଟକା; ବିରୋଧୀ ଦଳ ନେତାକୁ ନେଇ ଆସିଲା ବଡ଼ ରାୟ
·2 months ago·2 min read

Key Points
ମମତାଙ୍କୁ କଲିକତା ହାଇକୋର୍ଟରୁ ବଡ଼ ରାଜନୈତିକ ଝଟକା
ଋତବ୍ରତ ବାନାର୍ଜୀ ହିଁ ରହିବେ ବିରୋଧୀ ଦଳ ନେତା
ବିଧାନସଭା ବାଚସ୍ପତିଙ୍କ ନିଷ୍ପତ୍ତିକୁ ବଳବତ୍ତର ରଖିଲେ କୋର୍ଟ
ଋତବ୍ରତ ବାନାର୍ଜୀ ହିଁ ରହିବେ ବିରୋଧୀ ଦଳ ନେତା
ବିଧାନସଭା ବାଚସ୍ପତିଙ୍କ ନିଷ୍ପତ୍ତିକୁ ବଳବତ୍ତର ରଖିଲେ କୋର୍ଟ
ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ପରେ ବିରୋଧୀ ଦଳ ନେତାଙ୍କୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି । ଏହି ସମୟରେ ଆସିଛି କଲିକତା ହାଇକୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ରାୟ । ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଦେବାକୁ ମନା କରିଦେଇଛନ୍ତି ହାଇକୋର୍ଟ । ଏଣୁ ରୀତବ୍ରତ ବାନାର୍ଜୀ ବିରୋଧୀ ଦଳ ନେତା ରହିବେ । ବର୍ତ୍ତମାନ ପାଇଁ ବାଚସ୍ପତିଙ୍କ ନିଷ୍ପତ୍ତିରେ କୌଣସି ହସ୍ତକ୍ଷେପ କରାଯିବାକୁ ଦିଆଯିବ ନାହିଁ ବୋଲି ବିଚାରପତି କୃଷ୍ଣ ରାଓ କହିଛନ୍ତି । ପରବର୍ତ୍ତୀ ଶୁଣାଣି ୧୮ ଜୁଲାଇରେ ପୁଣି ଆରମ୍ଭ ହେବ।
ଏପଟେ ବିଧାନସଭା ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ମମତା ବାନାର୍ଜୀ କୋଲକାତା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଟିଏମସି ବିଧାୟକ ଓ ମମତା ବାନାର୍ଜୀଙ୍କ ଘନିଷ୍ଠ ଶୋଭନଦେବ ଚଟ୍ଟୋପାଧ୍ୟାୟ, ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇବା ପାଇଁ ହାଇକୋର୍ଟଙ୍କୁ ଆବେଦନ କରିଥିଲେ । କିନ୍ତୁ କୋଲକାତା ହାଇକୋର୍ଟ ବାଚସ୍ପତିଙ୍କ ନିଷ୍ପତ୍ତିକୁ ବଳବତ୍ତର ରଖିବା ପରେ ଦିଦିଙ୍କୁ ଲାଗିଛି ଆଉ ଏକ ଝଟକା ।

- ବଜେଟ ଅଧିବେଶନ ପୂର୍ବରୁ ଆସିଲା ରାୟ
- ପୂରା ଘଟଣା କଣ ଜାଣନ୍ତୁ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: NCPI ଦଳ ଭିତରେ ମହାଭାରତ; ଅଜଣା ରାଜନୈତିକ ଦଳରେ ମିଶ୍ରଣ ୨୦ TMC ସାଂସଦଙ୍କୁ ପଡ଼ିବ କି ଭାରି ?
- ଦୁଇ ଗୋଷ୍ଠୀରେ ବିଭାଜିତ TMC
Related Topics
Explore more stories