TMC Split / NCPI ଦଳ ଭିତରେ ମହାଭାରତ; ଅଜଣା ରାଜନୈତିକ ଦଳରେ ମିଶ୍ରଣ ୨୦ TMC ସାଂସଦଙ୍କୁ ପଡ଼ିବ କି ଭାରି ?
·1 hour ago·2 min read

Key Points
ଅଜଣା ରାଜନୈତିକ ଦଳ NCPIକୁ ନେଇ ଚର୍ଚ୍ଚା
କିଛି ଦିନ ତଳେ ୨୦ TMC ସାଂସଦ ଦଳରେ ମିଶିଛନ୍ତି
TMCର ବିଲୟ ପରେ ଏବେ NCPIରେ ମହାଭାରତ

ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ (TMC)ର ୨୦ ବିଦ୍ରୋହୀ ସାଂସଦ ଏକ ଅଜଣା ରାଜନୈତିକ ଦଳ ‘ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ’ (NCPI) ସହ ମିଶ୍ରଣ କରିବା ପରେ ଦିଲ୍ଲୀରୁ କୋଲକାତା ହଲଚଲ । ହେଲେ ଏହି ବଡ଼ ରାଜନୈତିକ ମହାମିଶ୍ରଣ ଭିତରେ NCPI ଦଳ ଭିତରେ ହିଁ ମହାଭାରତ ଆରମ୍ଭ ହୋଇଯାଇଛି । ଦଳର ଦୁଇ ପ୍ରମୁଖ ନେତା ଶାନ୍ତନୁ ଦେ ଏବଂ ଶେଉଳି କୁଣ୍ଡୁଙ୍କ ପରସ୍ପର ବିରୋଧୀ ବୟାନ ଏବେ ଚର୍ଚ୍ଚାକୁ ଦ୍ୱିଗୁଣିତ କରିଦେଇଛି ।
ଶାନ୍ତନୁ ଦେ’ଙ୍କ ଏହି ବୟାନ ପରେ ପାଲଟା ଜବାବ ରଖିଛନ୍ତି ଶେଉଳି କୁଣ୍ଡୁ । ସେ ଶାନ୍ତନୁଙ୍କ ସମସ୍ତ ଦାବିକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି । ଶେଉଳି କହିଛନ୍ତି ଯେ, ଶାନ୍ତନୁ ଦେ ଦଳର ପ୍ରତିଷ୍ଠାତା କିମ୍ବା ସାଧାରଣ ସମ୍ପାଦକ ନୁହନ୍ତି, ବରଂ ୨୦୨୩ ପରଠାରୁ ସେ ଦଳର ସଦସ୍ୟ ମଧ୍ୟ ନାହାନ୍ତି । ଶେଉଳି ନିଜେ ଦଳର ପ୍ରତିଷ୍ଠାତା ସଭାପତି ଥିଲେ, କିନ୍ତୁ ହାଇକୋର୍ଟରେ ଓକିଲାତି ଯୋଗୁଁ ସମୟ ଦେଇ ନପାରିବାରୁ ସେ ସଭାପତି ପଦରୁ ଇସ୍ତଫା ଦେଇ ସାରିଛନ୍ତି । ଏବେର ନୂଆ ସଭାପତି ହିଁ ଏହି ମିଶ୍ରଣ ବାବଦରେ ସବୁ ତଥ୍ୟ ଦେଇପାରିବେ ।
ପଢନ୍ତୁ ଏହି ଖବର: କାହିଁକି NCPIରେ ମିଶିଲେ TMC ବିଦ୍ରୋହୀ ସାଂସଦ ? କଣ ଏହି ପାର୍ଟିର କାହାଣୀ..
ଏହାରି ଭିତରେ ସବୁଠାରୁ ବଡ଼ କଥା ହେଉଛି, NCPI ଦଳର ପଞ୍ଜୀକୃତ କାର୍ଯ୍ୟାଳୟ ହାୱଡ଼ାର ‘ଜାଗୋ ବିଶ୍ୱ’ ବିଲ୍ଡିଂରେ ରହିଛି, ଯାହା ଉତ୍ତୀୟ କୁଣ୍ଡୁଙ୍କ ସହ ଜଡ଼ିତ । ଗୋଟିଏ ପଟେ ଦଳ ଭିତରେ ପଦବୀ ଓ ସଦସ୍ୟତାକୁ ନେଇ କଳହ ଚାଲିଥିବା ବେଳେ, ଅନ୍ୟପଟେ ୨୦ ଟିଏମସି ସାଂସଦଙ୍କ ଏହି ମିଶ୍ରଣ ବେଙ୍ଗଲ ରାଜନୀତିକୁ ସମ୍ପୂର୍ଣ୍ଣ ଉଷ୍ମ କରିଦେଇଛି ।
- କାହିଁକି NCPIରେ ଅନ୍ତଃକନ୍ଦଳ ?

- ୨୦୨୩ରେ NCPIର ଗଠନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories