TMC Crisis / କାହିଁକି NCPIରେ ମିଶିଲେ TMC ବିଦ୍ରୋହୀ ସାଂସଦ ? କଣ ଏହି ପାର୍ଟିର କାହାଣୀ..
·2 months ago·3 min read

Key Points
NCPIରେ କାହିଁକି ଯୋଗଦେଲେ TMC ବିଦ୍ରୋହୀ ସାଂସଦ?
ତ୍ରିପୁରାରେ ଆରମ୍ଭ ହୋଇଥିବା ଏହି ଦଳର କାହାଣୀ କ’ଣ?
ତ୍ରିପୁରାରେ ଆରମ୍ଭ ହୋଇଥିବା ଏହି ଦଳର କାହାଣୀ କ’ଣ?
ମମତା ବାନାର୍ଜୀଙ୍କ ଟିଏମସି ଦଳର ୨୦ ବିଦ୍ରୋହୀ ସାଂସଦ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ(NCPI) ସହିତ ବିଲୟ ହୋଇଛନ୍ତି । ଏହି ବଡ଼ ରାଜନୈତିକ ଅସ୍ଥିରତା ପରେ NCPI ହଠାତ୍ ଜାତୀୟ ରାଜନୈତିକରେ ଚର୍ଚ୍ଚାର ବିଷୟ ପାଲଟିଛି । ସମସ୍ତେ ବୁଝିବାକୁ ଚେଷ୍ଟା କରୁଛନ୍ତି ଯେ NCPI ଦଳ କେଉଁ ରାଜ୍ୟରୁ ଏବଂ ବିଦ୍ରୋହୀ ଟିଏମସି ସାଂସଦମାନେ କାହିଁକି ଏଥିରେ ଯୋଗ ଦେଉଛନ୍ତି । ଏହି ରାଜନୈତିକ ଦଳ ନିର୍ବାଚନ କମିଶନରେ ପଞ୍ଜୀକୃତ ଥିବା ଜଣାପଡ଼ିଛି ।
ଏନପିସିଆଇ ୨୦୨୩ରେ ଗଠିତ ହୋଇଥିଲା ଏବଂ ତ୍ରିପୁରା ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେଇଥିଲା । ଏହି ଦଳ NCPI ଭାବେ ନିର୍ବାଚନ କମିଶନଙ୍କ ନିକଟରେ ପଞ୍ଜୀକୃତ ଥିବା ଜଣାପଡ଼ିଛି । ନିର୍ବାଚନ କମିଶନଙ୍କ ଅଡିଟ୍ ରିପୋର୍ଟ ଅନୁଯାୟୀ ଏହି ଦଳ ନିର୍ବାଚନ କମିଶନଙ୍କ ନିକଟରେ ଏହାର ଆର୍ଥିକ ଦସ୍ତାବିଜ ଦାଖଲ କରିଥିଲା । ୨୦୨୩ ନିର୍ବାଚନ ପାଇଁ ଦଳକୁ '୭-ପଏଣ୍ଟେଡ୍ ପେନ'ର ନିର୍ବାଚନ ଚିହ୍ନ ଦିଆଯାଇଥିଲା ।

- ତ୍ରିପୁରାର ୩ଟି ଆସନରେ ପ୍ରାର୍ଥୀ ଦେଇଥିଲା NCPI
- ଦଳର ସଭାପତି ଉତ୍ତିଆ କୁଣ୍ଡୁ କିଏ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ନିର୍ବାଚନ ପାଇଁ NCPIକୁ ମିଳିଥିଲା ପାଣ୍ଠି
ପଢନ୍ତୁ ଏହି ଖବର: ଦିଦିଙ୍କ 'ଏପାଙ୍ଗ ଓପାଙ୍ଗ ଝପାଙ୍ଗ' କଣ ? ରୋକ୍ ଲଗାଇଲେ ଶୁଭେନ୍ଦୁ
ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ପ୍ରତିକ୍ରିୟା ଦେଇ NCPI ଦଳର ପୂର୍ବତନ ସାଧାରଣ ସମ୍ପାଦକ ଶାନ୍ତନୁ ଦେ କହିଛନ୍ତି, "ତ୍ରିପୁରା ଆଦିବାସୀ ଅଞ୍ଚଳ ସ୍ୱୟଂଶାସିତ ଜିଲ୍ଲା ପରିଷଦ କ୍ଷେତ୍ରରେ ଆଦିବାସୀ ସମ୍ପ୍ରଦାୟର ଅଧିକାର ପାଇଁ ଦଳ ୨୦୨୩ ତ୍ରିପୁରା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା । ଦଳ ୭ଟି ଆସନରେ ପ୍ରାର୍ଥୀ ଦେବାକୁ ଯୋଜନା କରିଥିଲା, କିନ୍ତୁ ଶେଷରେ କେବଳ ୩ଟିରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା ।"
- ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଲଢିବ NCPI
- ଲୋକସଭାରେ NCPIକୁ ସ୍ୱୀକୃତି ମିଳିବ କି ?
ପଢନ୍ତୁ ଏହି ଖବର: ମମତାଙ୍କ ସାୟନି ସାଜିଲେ ବିଦ୍ରୋହୀ, ୧୭ବର୍ଷରେ ସାଜିଥିଲେ ହିରୋଇନ୍; ପାଖରେ ରଖିଛନ୍ତି କେତେ ସମ୍ପତ୍ତି ?
ସୁଦୀପ ବନ୍ଦୋପାଧ୍ୟାୟ କହିଛନ୍ତି ଯେ ଏକ ଦଳ ଭାବରେ NPCI ଏବେ ଲୋକସଭାରେ ଅଲଗା ଭାବରେ ବସିବ ଏବଂ NDAକୁ ସମର୍ଥନ କରିବ । ଏବେ ପ୍ରଶ୍ନ ହେଉଛି ଯେ NCPI ଲୋକସଭାରେ ପୃଥକ ଆସନ ବ୍ୟବସ୍ଥା ପାଇବ କି ? ଏହି ପ୍ରସଙ୍ଗରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଠାରୁ ଉତ୍ତର ଅପେକ୍ଷା କରାଯାଇଛି।
Related Topics
Explore more stories