Raghav Chadha / ଭୋଟର ତାଲିକାରୁ କଟିଲା ରାଘବ ଚଢାଙ୍କ ନାଁ; କାହିଁକି ଚାଲିଲା BLOଙ୍କ ନାଲି ପେନ୍ ?
·1 hour ago·3 min read

Key Points
ଜାତୀୟ ରାଜନୀତିରେ ବଡ଼ ହଲଚଲ
ଭୋଟର ତାଲିକାରୁ ଗାଏବ ରାଘବ ଚଢାଙ୍କ ନାଁ
ଭୋଟର ତାଲିକାରୁ ଗାଏବ ରାଘବ ଚଢାଙ୍କ ନାଁ
ନୂଆଦିଲ୍ଲୀ: ପୂର୍ବତନ ଆମ ଆଦମୀ ପାର୍ଟି ନେତା ରାଘବ ଚଢାଙ୍କ ନାମ ଡ୍ରାଫ୍ଟ ଭୋଟର ତାଲିକାରୁ ହଟାଇ ଦିଆଯାଇଛି । ପଞ୍ଜାବରେ ରାଘବଙ୍କ ନାଁ ASDD ତାଲିକାରୁ ହଟାଇ ଦିଆଯାଇଥିବାବେଳେ ରାଘବ ନିଜେ ଏ ନେଇ ସୂଚନା ଦେଇଛନ୍ତି । ତେବେ ଏହା ରାଜନୈତିକ ପ୍ରତିଶୋଧ କାରଣରୁ କରାଯାଇଥିବା ରାଘବ ଅଭିଯୋଗ କରିଛନ୍ତି । ଏବେ ପ୍ରଶ୍ନ ଉଠିଛି ଯେ ଏହି ତାଲିକା କଣ ଓ କାହିଁକି ରାଘବଙ୍କ ବିରୋଧରେ ଚାଲିଛି ବୁଥ୍ ଲେଭେଲ୍ ଅଫିସର (BLO)ଙ୍କ ନାଲି ପେନ୍ ?
ରାଘବ ଏହି ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି, "ମୁଁ ପଞ୍ଜାବର ଜଣେ ରାଜ୍ୟସଭା ସାଂସଦ । ମୋର ଭୋଟର ପରିଚୟ ପତ୍ର ପଞ୍ଜାବର ମୋହାଲିରେ ପଞ୍ଜୀକୃତ । ତଥାପି ମୋ ନାମ ଡ୍ରାଫ୍ଟ ଭୋଟର ତାଲିକାରେ ସ୍ଥାନାନ୍ତରିତ ହୋଇଥିବା ଦର୍ଶାଯାଇଛି । ଭଲ ଖବର ହେଉଛି ଏହା ଚୂଡ଼ାନ୍ତ ଭୋଟର ତାଲିକା ନୁହେଁ, ବରଂ କେବଳ ଏକ ଡ୍ରାଫ୍ଟ ଭୋଟର ତାଲିକା । ଦାବି ଏବଂ ଆପତ୍ତି ପ୍ରକ୍ରିୟା ସମୟରେ ନାମ ସଂଶୋଧନ କରାଯାଏ, ଯାହା ବର୍ତ୍ତମାନ ଚାଲିଛି । ଚୂଡ଼ାନ୍ତ ଭୋଟର ତାଲିକା ଅକ୍ଟୋବର ୨୦୨୬ରେ ପ୍ରକାଶିତ ହେବ ।" ରାଘବ ଅଭିଯୋଗ କରି କହିଛନ୍ତି ଯେ ଏହା କେବଳ ଜଣେ କ୍ଲର୍କଙ୍କ ଭୁଲ ପରି ମନେ ହେଉନାହିଁ । ଏହା ସ୍ପଷ୍ଟ ଭାବରେ ରାଜନୈତିକ ପ୍ରତିଶୋଧ ।
ପଢନ୍ତୁ ଏହି ଖବର: SIR ଯାଞ୍ଚ ପରେ ହଲଚଲ୍, ଭୋଟର ଲିଷ୍ଟରୁ କଟିପାରେ ୧.୦୮ କୋଟି ନାମ

- ପ୍ରତ୍ୟେକ ସ୍ତରରେ ଅଧିକାରୀ ତଥାପି ଭୁଲ କେମିତି ?
The AAP government in Punjab has now taken its politics of revenge to the Draft Electoral Rolls.
— Raghav Chadha (@raghav_chadha) September 3, 2026
I am a sitting Rajya Sabha MP from Punjab, with my voter ID registered in Mohali, Punjab. Yet my name has been classified as “shifted” in the draft electoral rolls.
Thankfully,… pic.twitter.com/laAFAAWYiQ
- 'ପ୍ରତିଶୋଧ ନେଇ ଭୋଟର ତାଲିକାରୁ ମୋ ନାଁ କଟାଯାଇଛି'
ପଢନ୍ତୁ ଏହି ଖବର: SIR ଯାଞ୍ଚ ପରେ ହଲଚଲ୍, ଭୋଟର ଲିଷ୍ଟରୁ କଟିପାରେ ୧.୦୮ କୋଟି ନାମ
- କେତେବେଳେ କଟେ ନାଁ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories