Videos
|
Politics

'ବିଜେଡିର ଯେଉଁ ନେତା ମୁହଁ ଖୋଲୁଛନ୍ତି, ପୂର୍ବରୁ ପାଣ୍ଡିଆନଙ୍କ ପାଇଁ ଟେଣ୍ଟ ବାନ୍ଧୁଥିଲେ'

Smruti Parija
Browse all articles by Smruti Parija
·1 year ago·1 min read
'ବିଜେଡିର ଯେଉଁ ନେତା ମୁହଁ ଖୋଲୁଛନ୍ତି, ପୂର୍ବରୁ ପାଣ୍ଡିଆନଙ୍କ ପାଇଁ ଟେଣ୍ଟ ବାନ୍ଧୁଥିଲେ'

ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ୍ କରି ସୋଫିଆ କହିଛନ୍ତି ବିଜେଡି ଆଉ ନାହିଁ । ଟପ୍ ଠୁ ବଟମ୍ ଭାଙ୍ଗି ଗଲାଣି । ବିରୋଧୀ ଦଳର କର୍ତ୍ତବ୍ୟ ପାଳନ କରୁନି ବିଜେଡି । ଜଣେ ସାଂସଦ କହିଛନ୍ତି ଲୋକଙ୍କ ସ୍ବାର୍ଥ ପାଇଁ ବିଲ୍ ସପକ୍ଷରେ ଭୋଟ୍ ଦେଲେନି । ଯଦି ବାରବାଟୀ-କଟକ ପାଇଁ ଦରଦ ଥାନ୍ତା, ବିଲ୍‌ ବିରୋଧରେ ଭୋଟ ଦେଇଥାନ୍ତେ ।


ଡୁଆଲ ପଲିସି ଚାଲିବ ନାହିଁ; ମୁନା ଖାନ୍


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୃହ ଭିତରେ ବିଲ୍ ବିରୋଧରେ ଲଢେଇ କରିଥାନ୍ତେ । ବିଜେଡିର ଯେଉଁ ନେତା ମୁହଁ ଖୋଲୁଛନ୍ତି, ପୂର୍ବରୁ ପାଣ୍ଡିଆନଙ୍କ ପାଇଁ ଟେଣ୍ଟ ବାନ୍ଧୁଥିଲେ । ହେଲେ କଂଗ୍ରେସ ଲଢ଼େଇ କରୁଛି, ଆଗକୁ ଆମ ଦଳ ରାଇଜ କରିବ ବୋଲି କହିଛନ୍ତି ସୋଫିଆ ।


ଚୁପ୍ ନ ରହି ନବୀନ ଶୀଘ୍ର ଉତ୍ତର ଦିଅନ୍ତୁ: ପ୍ରଫୁଲ୍ଲ ଘଡ଼େଇ

ୱକଫ୍ କୁ ନେଇ ବିଜେଡିରେ ଅନ୍ତକନ୍ଦଳ ବଢୁଥିବାବେଳେ ଗୋଟିଏ ପରେ ଗୋଟିଏ ନେତା ମୁହଁ ଖୋଲୁଛନ୍ତି । ଓ୍ବକ୍‌ଫ ବି୍ଲ ଭୋଟ ପ୍ରସଙ୍ଗରେ ସସ୍ମିତ ପାତ୍ରଙ୍କ ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ମୁନା ଖାନ୍ । ନବୀନ ବାବୁ ନିଜେ ବିଲ୍‌କୁ ବିରୋଧ କରାଯିବ ବୋଲି କହିଥିଲେ । ତେବେ ହଠାତ୍ ଟ୍ବିଟ୍‌ କରି କୁହାଗଲା ବିବେକାନୁମୋଦିତ ଭୋଟ ଦେବାକୁ । ତାଙ୍କୁ କିଏ ଏ କଥା କହିଥିବେ ସେ ଜାଣିଥିବେ ବୋଲି କହିଛନ୍ତି ମୁନା ଖାନ୍ । ଏହାସହ ସେ ସଂଖ୍ୟାଲଘୁଙ୍କ ସହ ବୋରଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ।