Trisha Krishnan / ଷ୍ଟାଲିନଙ୍କ ଅଶ୍ଳୀଳ କମେଣ୍ଟକୁ ନେଇ ରାଗିଗଲେ ସାଉଥ୍ ସେଲିବ୍ରିଟି, କହିଲେ ତୁରନ୍ତ କ୍ଷମା ମାଗ..
·1 month ago·2 min read

Key Points
ତ୍ରିଶାଙ୍କ ବିରୁଦ୍ଧରେ ଅଶ୍ଳୀଳ ମନ୍ତବ୍ୟ
ଉଦୟନିଧି ଷ୍ଟାଲିନଙ୍କୁ ଘେରିଗଲେ
କ୍ଷମା ମାଗିବାକୁ କହିଲେ ସବୁ ସାଉଥ୍ ଅଭିନେତ୍ରୀ

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଏବେ ବଡ଼ ଭୂମିକମ୍ପ ସୃଷ୍ଟି ହୋଇଛି । ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନଙ୍କ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କ ବିରୁଦ୍ଧରେ ଅଭଦ୍ର ଟିପ୍ପଣୀ ଚାରିଆଡ଼େ ଚହଳ ସୃଷ୍ଟି କରିଛି । ଅନେକ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଷ୍ଟାଲିନଙ୍କ ବୟାନକୁ କଡ଼ା ନିନ୍ଦା କରିଛନ୍ତି । ମହିଳାଙ୍କ ବିରୁଦ୍ଧରେ ଏପରି ଅଭଦ୍ର ଟିପ୍ପଣୀକୁ ସେମାନେ ନାପସନ୍ଦ କରିବା ସହ ତୁରନ୍ତ ତ୍ରିଶାଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି ।
ବିଶେଷ କରି ଦକ୍ଷିଣ ସିନେ ଜଗତର ଜଣାଶୁଣା ସିଙ୍ଗର ଚିନ୍ମୟୀ ଶ୍ରୀପଦା ଓ ଅଭିନେତ୍ରୀ ଖୁଶବୁ ସୁନ୍ଦର ଏହି ଘଟଣାରେ ତ୍ରିଶାଙ୍କ ସପକ୍ଷରେ ବାହାରିଛନ୍ତି । ଚିନ୍ମୟୀ କହିଛନ୍ତି ଯେ ରାଜନୀତିରେ ମହିଳାଙ୍କୁ ଟାଣିବା ଉଚିତ ନୁହେଁ । ନିଜ ଏକ୍ସ ପୋଷ୍ଟରେ ଚିନ୍ମୟୀ କହିଛନ୍ତି ଯେ ନେତାମାନଙ୍କୁ ଜନତାଙ୍କ ପ୍ରକୃତ ମୁଦ୍ଦା ଉପରେ କଥା ହେବା ଦରକାର । ବରଂ ଏଠି ମହିଳାଙ୍କୁ ଟାର୍ଗେଟ୍ କରାଯାଉଛି, ଯାହାର ରାଜନୀତି ସହିତ କୌଣସି ସମ୍ପର୍କ ହିଁ ନାହିଁ । ସେ ପ୍ରଥମେ ଷ୍ଟାଲିନଙ୍କ ଟିପ୍ପଣୀକୁ ବୁଝିପାରିନଥିଲେ ପରେ ସେ ଦ୍ଵିଅର୍ଥବୋଧକ ଅଭଦ୍ର ଟିପ୍ପଣୀ ଦେଇଥିବା ସେ ଜାଣିବାକୁ ପାଇଥିଲେ ବୋଲି କହିଛନ୍ତି ।
ପଢନ୍ତୁ ଏହି ଖବର: "ମୁଁ ରାକ୍ଷସ ପାଲଟିଯାଇଥିଲି, ବହୁତି ପିଉଥିଲି"; କାନ୍ଦିଲେ ରାମ କପୁର, କହିଲେ ମରିଯାଇଥାନ୍ତେ

- ଖୁଶବୁ ସୁନ୍ଦର ବି କଲେ ନିନ୍ଦା
ପଢନ୍ତୁ ଏହି ଖବର: "ମୁଁ ରାକ୍ଷସ ପାଲଟିଯାଇଥିଲି, ବହୁତି ପିଉଥିଲି"; କାନ୍ଦିଲେ ରାମ କପୁର, କହିଲେ ମରିଯାଇଥାନ୍ତେ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- କଣ ପୂରା ଘଟଣା ?
Related Topics
Explore more stories