Suvendu Adhikari / ନନ୍ଦିଗ୍ରାମ ସିଟ୍ କାହିଁକି ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ ?
·2 hours ago·2 min read

Key Points
ନନ୍ଦିଗ୍ରାମ ସିଟ୍ ଛାଡ଼ିଲେ ପଶ୍ଚିମବଙ୍ଗ ସିଏମ ଶୁଭେନ୍ଦୁ
ଭବାନିପୁରରୁ ବିଧାୟକ ରହିବା ନେଇ ନିଷ୍ପତ୍ତି
ହେଲେ କାହିଁକି ନନ୍ଦିଗ୍ରାମ ଛାଡ଼ିଲେ ଶୁଭେନ୍ଦୁ ?
ଭବାନିପୁରରୁ ବିଧାୟକ ରହିବା ନେଇ ନିଷ୍ପତ୍ତି
ହେଲେ କାହିଁକି ନନ୍ଦିଗ୍ରାମ ଛାଡ଼ିଲେ ଶୁଭେନ୍ଦୁ ?
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ୨୦୨୬ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଓ ଭବାନିପୁର ଦୁଇଟି ଆସନରୁ ନିର୍ବାଚନ ଲଢିଥିଲେ ଓ ଦୁଇଟି ଯାକରେ ଜତିଥିଲେ ମଧ୍ୟ । ଏବେ ସମୟ ଆସିଛି, ନନ୍ଦିଗ୍ରାମ ଆସନ ଛାଡ଼ିଦେବେ ଶୁଭେନ୍ଦୁ ଏବଂ ଭବାନିପୁରରୁ ବିଧାୟକ ରହିବେ । ସେ ବିଧାନସଭାରେ ଭବାନିପୁର ବିଧାୟକ ଭାବେ ଶପଥ ନେଇଛନ୍ତି । ଏହି ଭବାନିପୁର ଆସନରୁ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାଜିତ କରିଥିଲେ ଶୁଭେନ୍ଦୁ ।
ଦୁଇଟି ଆସନରୁ ବିପୁଳ ବିଜୟ ହାସଲ କରିବା ପରେ ଶୁଭେନ୍ଦୁ ଅଧିକାରୀ କହିଥିଲେ ଯେ ୧୦ ଦିନ ମଧ୍ୟରେ ସେ ଗୋଟିଏ ଆସନ ଛାଡ଼ିଦେବେ । ମାତ୍ର ସେ କେଉଁ ଆସନରୁ ବିଧାୟକ ରହିବେ, ସେ ସମ୍ପର୍କରେ ଦଳ ନିଷ୍ପତ୍ତି ନେବ ବୋଲି କହିଥିଲେ ଶୁଭେନ୍ଦୁ । ସେ ନିଜର ନିଷ୍ପତ୍ତି ମଧ୍ୟ ଦଳ ସମ୍ମୁଖରେ ରଖିବେ ବୋଲି କହିଥିଲେ । ନନ୍ଦିଗ୍ରାମରୁ ଶୁଭେନ୍ଦୁ ଦ୍ଵିତୀୟ ଥର ଲାଗି ବିଜୟ ହାସଲ କରିଥିଲେ । ସାମ୍ବିଧାନିକ ନିୟମ ଅନୁଯାୟୀ, ଜଣେ ବ୍ୟକ୍ତି ଦୁଇଟି ଆସନରେ ବିଧାୟକ ରହିପାରିବେ ନାହିଁ, ଏଣୁ ଶୁଭେନ୍ଦୁଙ୍କୁ ଗୋଟିଏ ବାଛିବାକୁ ପଡ଼ିଲା । ଶୁଭେନ୍ଦୁ ଅଧିକାରୀ ଭବାନୀପୁରକୁ ନିଜର ପ୍ରାଥମିକତା ଦେଇଛନ୍ତି ।
ପଢନ୍ତୁ ଏହି ଖବର: କାହିଁକି ବାହା ହୋଇନାହାନ୍ତି ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ? କହିଲେ କାରଣ

- ନନ୍ଦିଗ୍ରାମରେ କେତେ ଭୋଟରେ ଜିତିଥିଲେ ଶୁଭେନ୍ଦୁ ?
- ଭବାନିପୁରରେ ଦିଦିଙ୍କୁ ଦେଇଥିଲେ ମାତ୍
ପଢନ୍ତୁ ଏହି ଖବର: କାହିଁକି ବାହା ହୋଇନାହାନ୍ତି ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ? କହିଲେ କାରଣ
- କେତେ ମହତ୍ତ୍ଵପୂର୍ଣ୍ଣ ନନ୍ଦିଗ୍ରାମ ଆସନ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories