Suvendu Adhikari / କାହିଁକି ବାହା ହୋଇନାହାନ୍ତି ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ? କହିଲେ କାରଣ
·4 months ago·3 min read

Key Points
ଅବିବାହିତ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ
ଶୁଭେନ୍ଦୁଙ୍କ ଭାଇ ବିବାହିତ ହେଲେ ସେ କାହିଁକି ଅବିବାହିତ ?
ଶୁଭେନ୍ଦୁଙ୍କ ଭାଇ ବିବାହିତ ହେଲେ ସେ କାହିଁକି ଅବିବାହିତ ?
ମେ ୯ ତାରିଖରେ ପଶ୍ଚିମବଙ୍ଗ ରାଜନୀତିରେ ହୋଇଥିଲା ବଡ଼ ପରିବର୍ତ୍ତନ । ପ୍ରଥମ ଥର ପାଇଁ ବଙ୍ଗରେ ସରକାରକୁ ଆସିଛି ବିଜେପି ଓ ଶୁଭେନ୍ଦୁ ଅଧିକାରୀ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ଗ୍ରହଣ ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ରାଜନୀତିରେ ସଫଳତା ହାସଲ କରିଥିବା ଶୁଭେନ୍ଦୁ କାହିଁକି ଅବିବାହିତ ତାକୁ ନେଇ ଚାରିଆଡ଼େ ପ୍ରଶ୍ନ । ୫୫ ବର୍ଷୀୟ ବେଙ୍ଗଲ ମୁଖ୍ୟମନ୍ତ୍ରୀ ଆଜି ଯାଏଁ କାହିଁକି ନିଜର ଘର ବସାଇନାହାନ୍ତି ? ଏ ନେଇ ନିଜ ମୁହଁରେ କହିଛନ୍ତି ଶୁଭେନ୍ଦୁ ।
ଶୁଭେନ୍ଦୁ କହିଥିଲେ, "ମୁଁ ଅବିବାହିତ ବୋଲି କେବେ ଭାବିନାହିଁ । କାରଣ ମୋ ପରିବାରରେ କେବଳ ୮ କିମ୍ବା ୧୦ ଜଣ ସଦସ୍ୟ ନାହାନ୍ତି, ପୁରା ପଶ୍ଚିମବଙ୍ଗ ମୋ ପରିବାର । ସମାଜ ପାଇଁ କିଛି ତ୍ୟାଗ କରିବାକୁ ପଡ଼େ ।" ଏହାସହିତ ସେ ପଶ୍ଚିମବଙ୍ଗର ମହାନ ବ୍ୟକ୍ତିତ୍ଵ ସତୀଶ ସାମନ୍ତା, ସୁଶୀଳ ଧାରାଙ୍କ ନାମ ନେଇ କହିଥିଲେ ଯେ ଏହି ମହାନ ବ୍ୟକ୍ତିମାନେ ମଧ୍ୟ ଅବିବାହିତ ରହି ଜନତାଙ୍କ ସେବା କରିବାକୁ ନିଷ୍ପତ୍ତି ନେଇଥିଲେ ଓ ସେ ମଧ୍ୟ ସେହି ସମାନ ରାସ୍ତା ଆପଣାଇଥିବା କହିଛନ୍ତି ।
- 'ବ୍ୟାଚଲର ଲାଇଫ୍'ର ରାଜ୍ ଖୋଲିଥିଲେ ଶୁଭେନ୍ଦୁ
ଶୁଭେନ୍ଦୁ କହିଥିଲେ, "ମୁଁ ଅବିବାହିତ ବୋଲି କେବେ ଭାବିନାହିଁ । କାରଣ ମୋ ପରିବାରରେ କେବଳ ୮ କିମ୍ବା ୧୦ ଜଣ ସଦସ୍ୟ ନାହାନ୍ତି, ପୁରା ପଶ୍ଚିମବଙ୍ଗ ମୋ ପରିବାର । ସମାଜ ପାଇଁ କିଛି ତ୍ୟାଗ କରିବାକୁ ପଡ଼େ ।" ଏହାସହିତ ସେ ପଶ୍ଚିମବଙ୍ଗର ମହାନ ବ୍ୟକ୍ତିତ୍ଵ ସତୀଶ ସାମନ୍ତା, ସୁଶୀଳ ଧାରାଙ୍କ ନାମ ନେଇ କହିଥିଲେ ଯେ ଏହି ମହାନ ବ୍ୟକ୍ତିମାନେ ମଧ୍ୟ ଅବିବାହିତ ରହି ଜନତାଙ୍କ ସେବା କରିବାକୁ ନିଷ୍ପତ୍ତି ନେଇଥିଲେ ଓ ସେ ମଧ୍ୟ ସେହି ସମାନ ରାସ୍ତା ଆପଣାଇଥିବା କହିଛନ୍ତି ।
- 'ବିବାହ ପାଇଁ ଗାଳି କରନ୍ତି ବାପା'
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ସିଙ୍ଗଲ୍ ଲାଇଫକୁ ନେଇ କଣ କୁହନ୍ତି ଶୁଭେନ୍ଦୁ ?
ପଢନ୍ତୁ ଏହି ଖବର: କେତେ ପାଠ ପଢିଛନ୍ତି ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ?
- ଛାତ୍ର ରାଜନୀତିରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଯାତ୍ରା
Related Topics
Explore more stories