Suvendu Adhikari Oath / ଆଜିଠୁ ପଶ୍ଚିମବଙ୍ଗରେ ଶୁଭେନ୍ଦୁ ସରକାର; ଐତିହାସିକ ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ନେବେ ଶପଥ
·1 hour ago·2 min read

Key Points
ଆଜିଠୁ ପଶ୍ଚିମବଙ୍ଗରେ ଶୁଭେନ୍ଦୁ ରାଜ୍
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ
କୋଲକାତାର ଐତିହାସିକ ବ୍ରିଗେଡ୍ ଗ୍ରାଉଣ୍ଡରେ ଭବ୍ୟ ସମାରୋହ
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ
କୋଲକାତାର ଐତିହାସିକ ବ୍ରିଗେଡ୍ ଗ୍ରାଉଣ୍ଡରେ ଭବ୍ୟ ସମାରୋହ
ପଶ୍ଚିମବଙ୍ଗ ରାଜନୀତିରେ ଐତିହାସିକ ପରିବର୍ତ୍ତନ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶୁଭେନ୍ଦୁ ଅଧିକାରୀଙ୍କୁ ବାଛିଛି ବିଜେପି । ଆଜି ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ । ଏନେଇ କୋଲକାତାର ଐତିହାସିକ ବ୍ରିଗେଡ୍ ଗ୍ରାଉଣ୍ଡରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜି ରବିନ୍ଦ୍ର ଜୟନ୍ତୀ ଅବସରରେ ବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଆଜୋୟିତ ହେଉଛି । ପ୍ରଥମ ଥର ଲାଗି ବିଜେପି ପଶ୍ଚିମବଙ୍ଗରେ କ୍ଷମତାକୁ ଆସିଛି । ତେବେ ଏହି ଐତିହାସିକ କ୍ଷଣକୁ ଆହୁରି ସ୍ମରଣୀୟ କରିବାକୁ ଆଜିର ଦିନକୁ ଚୟନ କରାଯାଇଥିବା କୁହାଯାଉଛି ।
ପଢନ୍ତୁ ଏହି ଖବର: କେତେ ପାଠ ପଢିଛନ୍ତି ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ?
- ଭବ୍ୟ ସମାରୋହରେ ସାମିଲ ହେବେ ପିଏମ ମୋଦି
- ବଙ୍ଗରେ ବିଜେପିର ବିଶାଳ ବିଜୟ
ପଢନ୍ତୁ ଏହି ଖବର: କେତେ ପାଠ ପଢିଛନ୍ତି ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ?
- ଦିଦିଙ୍କୁ ପରାସ୍ତ କରି କରିଥିଲେ ଚକିତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories