Lady Singham Damayanti Sen / ଲେଡି ସିଙ୍ଘମ ଦମୟନ୍ତୀ ସେନ କିଏ ? ମମତା କରାଇଥିଲେ ଟ୍ରାନ୍ସଫର, ଏବେ ହଜିଲାଣି ନିଦ
·3 months ago·3 min read

Key Points
ଦିନେ ଦିଦି କରିଥିଲେ ସାଇଡଲାଇନ୍
ସତ ସପକ୍ଷରେ ଥିବାରୁ ହୋଇଥିଲା ଆକ୍ସନ
ଏବେ ନୂଆ ସରକାରରେ ମିଳିଲା ସମ୍ମାନ
ଫେରିଲେ ପଶ୍ଚିମବଙ୍ଗର ଲେଡି ସିଙ୍ଘମ ଦମୟନ୍ତୀ
ସତ ସପକ୍ଷରେ ଥିବାରୁ ହୋଇଥିଲା ଆକ୍ସନ
ଏବେ ନୂଆ ସରକାରରେ ମିଳିଲା ସମ୍ମାନ
ଫେରିଲେ ପଶ୍ଚିମବଙ୍ଗର ଲେଡି ସିଙ୍ଘମ ଦମୟନ୍ତୀ
ପଶ୍ଚିମବଙ୍ଗରେ ବିଜେପି ସରକାର ଆସିବା ପରେ ଏବେ ଆକ୍ସନ ମୋଡରେ ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ପୂର୍ବ ସରକାରରେ ମହିଳାଙ୍କ ବିରୋଧରେ ହୋଇଥିବା ଅତ୍ୟାଚାରର ଯାଞ୍ଚ ଲାଗି କମିଟି ଗଠନ କରିଛନ୍ତି । ଏହି କମିଟିର ଅଧ୍ୟକ୍ଷତା କରିବେ ଅବସରପ୍ରାପ୍ତ ବିଚାରପତି ସମାପ୍ତି ଚାଟାର୍ଜୀ । ଏହି କମିଟିର ସଚିବ ହେଉଛନ୍ତି ଦମୟନ୍ତୀ ସେନ୍, ଏ ହେଉଛନ୍ତି ସେହି ଆଇପିଏସ ଅଫିସର ଯାହାକୁ ଦିଦି ତଡ଼ି ଦେଇଥିଲେ । ଏବେ ଶୁଭେନ୍ଦୁ ଅଧିକାରୀ ତାଙ୍କୁ ଗୁରୁ ଦାୟିତ୍ଵ ଦେଇଛନ୍ତି ।
- କିଏ IPS ଦମୟନ୍ତୀ ସେନ୍ ?
- ପାର୍କ ଷ୍ଟ୍ରିଟ୍ ଗଣଦୁଷ୍କର୍ମ ବେଳେ ମିଳିଥିଲା ପରିଚୟ
- ମମତା କହିଥିଲେ 'ମନୁଷ୍ୟକୃତ'
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଦମୟନ୍ତୀଙ୍କ ସପକ୍ଷରେ ଥିଲେ ହାଇକୋର୍ଟ
ପଢନ୍ତୁ ଏହି ଖବର: ନନ୍ଦିଗ୍ରାମ ସିଟ୍ କାହିଁକି ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ ?
- ଶୁଭେନ୍ଦୁ ଦେଲେ ବଡ଼ ଦାୟିତ୍ଵ
Related Topics
Explore more stories