Yashasvi Jaiswal / ଜୟସୱାଲଙ୍କୁ ପଚାରୁନି ଦଳ, ଟିମରୁ ବାଦ୍ ପଡ଼ିବା ପରେ ପ୍ରଶ୍ନ ଉଠାଇଲେ ପୂର୍ବତନ କ୍ରିକେଟର
·2 months ago·2 min read

Key Points
ଇଂଲଣ୍ଡ ବିପକ୍ଷ ଏକଦିବସୀୟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା
ଯଶସ୍ୱୀ ଜୟସୱାଲଙ୍କୁ ଏଥିରେ ସୁଯୋଗ ମିଳିନି
ଜୟସୱାଲଙ୍କ ବାଦ୍ ପଡ଼ିବା ଉପରେ ଉଠିଲା ପ୍ରଶ୍ନ
ଯଶସ୍ୱୀ ଜୟସୱାଲଙ୍କୁ ଏଥିରେ ସୁଯୋଗ ମିଳିନି
ଜୟସୱାଲଙ୍କ ବାଦ୍ ପଡ଼ିବା ଉପରେ ଉଠିଲା ପ୍ରଶ୍ନ
ମୁମ୍ବାଇ:ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ପାଇଁ ରବିବାର ଭାରତୀୟ ଦଳ ଘୋଷଣା ହୋଇଛି । ଘୋଷଣାର କିଛି ଘଣ୍ଟା ପୂର୍ବରୁ ଚେପକରେ ଆଫଗାନିସ୍ତାନ ବିପକ୍ଷରେ ତୃତୀୟ ଏକଦିବସୀୟରେ ଶତକ ହାସଲ କରିଥିବା ଜୟସୱାଲଙ୍କୁ ସାମିଲ କରାଯାଇନାହିଁ । ଚେନ୍ନାଇରେ ଭ୍ରମଣକାରୀ ଦଳ ବିପକ୍ଷରେ ଟିମ୍ ଇଣ୍ଡିଆ କ୍ଲିନ୍ ସୁଇପ୍ କରିଥିଲା ଏବଂ ସେହି ମ୍ୟାଚରେ ଜୟସୱାଲ ୧୧୦ ରନ୍ କରି ଅପରାଜିତ ରହିଥିଲେ । ତାଙ୍କୁ ଇଂଲକ୍ଷ ବିପକ୍ଷ ସିରିଜ୍ ପାଇଁ ସାମିଲ କରାଯାଇନଥିବାରୁ ପ୍ରଶ୍ନ ଉଠାଇଲେ ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ।
ଯଶସ୍ୱୀ ଜୟସ୍ୱାଲ ୨୦୨୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ । ରେଡ୍-ବଲ୍ ଡେବ୍ୟୁ ପରଠାରୁ ସେ ରନ କରିଆସୁଛନ୍ତି, କିନ୍ତୁ ସେ ୫୦ ଓଭର ଫର୍ମାଟରେ ନିଜକୁ ପ୍ରତିଷ୍ଠିତ କରିପାରି ନାହାଁନ୍ତି । ଜୟସୱାଲ ଗତ ବର୍ଷ ନାଗପୁରରେ ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ପାଇଁ ତାଙ୍କର ପ୍ରଥମ ଦିନିକିଆ ଖେଳିଥିଲେ। ସେବେଠାରୁ, ସେ ୬ଟି ମ୍ୟାଚରେ ୭୧.୨୫ ହାରରେ ୨୮୫ ରନ୍ କରିଛନ୍ତି। ତଥାପି ସେ ଦିନିକିଆ ସେଟଅପ୍ ପାଇଁ ଉପଲବ୍ଧ ନାହାନ୍ତି । ଭାଷ୍ୟକାର ତଥା କମେଣ୍ଟେଟର ଆକାଶ ଚୋପ୍ରା ବାମହାତୀ ବ୍ୟାଟସମ୍ୟାନଙ୍କ ଟିମ୍ ଇଣ୍ଡିଆରେ ସ୍ଥାନ ନ ମିଳିବା ଉପରେ ପ୍ରଶ୍ନ ଉଠାଇଛନ୍ତି ।

- ଶତକ ମାରିବା ପରେ ବି ମିଳୁନି ସ୍ଥାନ
- 'ଯଶସ୍ଵୀ ଆଉ କଣ ବା କରିବେ ?'
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: 'ସରି ସଞ୍ଜୟ'; କାହିଁକି ବୈଭବଙ୍କୁ ନେଇ ମାଞ୍ଜେରକରଙ୍କୁ କ୍ଷମା ମାଗିଲେ ସୁନୀଲ ଗାଭାସ୍କର ?
- ନିଜକୁ ଅନେକ ଥର ପ୍ରମାଣିତ କରିଛନ୍ତି ଜୟସୱାଲ
Related Topics
Explore more stories