Ajinkya Rahane Pension / ଅବସର ପରେ ଏଇଠୁ ହେବ ରାହାଣେଙ୍କ ରୋଜଗାର; BCCI ଦେବ ମାସିକ ପେନସନ୍
·1 month ago·2 min read

Key Points
ଟେଷ୍ଟ କ୍ରିକେଟରୁ ସନ୍ଯାସ ନେଇଛନ୍ତି ଅଜିଙ୍କ୍ୟ ରାହାଣେ
ଅବସର ପରେ ବି ବିସିସିାଇ ରାହାଣେଙ୍କୁ ପ୍ରାପ୍ୟ ଦେବ
BCCI ଠାରୁ ମାସିକ ଏତିକି ରୋଜଗାର କରିବେ
ଅବସର ପରେ ବି ବିସିସିାଇ ରାହାଣେଙ୍କୁ ପ୍ରାପ୍ୟ ଦେବ
BCCI ଠାରୁ ମାସିକ ଏତିକି ରୋଜଗାର କରିବେ
ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ ବ୍ୟାଟସମ୍ୟାନ ଅଜିଙ୍କ୍ୟ ରାହାଣେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଭାରତର ସବୁଠାରୁ ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ ରାହାଣେ ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରି ତାଙ୍କର ୧୨ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର ଶେଷ କରିଛନ୍ତି । ୩୮ ବର୍ଷୀୟ ଏହି କ୍ରିକେଟର ନିଜ କ୍ୟାରିଅର ମଧ୍ୟରେ ୮୫ଟି ଟେଷ୍ଟ, ୯୦ ଦିନିକିଆ ଏବଂ ୨୦ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ତେବେ ଆପଣ ଜାଣନ୍ତି କି ଅବସର ପରେ ମଧ୍ୟ ରାହାଣେଙ୍କୁ ପ୍ରାପ୍ୟ ଦେବ ବିସିସିଆଇ ।
୨୦୨୦-୨୧ରେ, ରାହାଣେ ଅନେକ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷରେ ୨-୧ ଟେଷ୍ଟ ସିରିଜରେ ଐତିହାସିକ ବିଜୟ ହାସଲ କରିଥିଲେ । ରାହାଣେଙ୍କୁ ସର୍ବଦା ଜଣେ ଚମତ୍କାର ବ୍ୟାଟସମ୍ୟାନ ଭାବରେ ମନେ ପକାଯାଏ । ବର୍ତ୍ତମାନ ରାହାଣେ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇସାରିଥିବାରୁ ଅନେକ ପ୍ରଶଂସକଙ୍କ ମନରେ ଏକ ପ୍ରଶ୍ନ ଉଠୁଛି ଯେ ରାହାଣେ ବିସିସିଆଇରୁ ପେନସନ ପାଇବେ କି ନାହିଁ ।

- କେତେ ପେନସନ୍ ପାଇବେ ରାହାଣେ ?
- ପୂର୍ବରୁ ମିଳୁଥିଲା ୫୦,୦୦୦ ଟଙ୍କା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: T20ରେ ଧୂଆଁଦାର ବ୍ୟାଟିଂ ଯଥେଷ୍ଟ ନୁହେଁ...ଏବେ ହେବ ବୈଭବ ସୂର୍ଯ୍ୟବଂଶୀଙ୍କ କ୍ୟାରିଅରର ପ୍ରକୃତ ପରୀକ୍ଷା
- ପେନସନ ପାଇଁ କଣ ନିୟମ ଅଛି ?
Related Topics
Explore more stories