Vaibhav Real Test / T20ରେ ଧୂଆଁଦାର ବ୍ୟାଟିଂ ଯଥେଷ୍ଟ ନୁହେଁ...ଏବେ ହେବ ବୈଭବ ସୂର୍ଯ୍ୟବଂଶୀଙ୍କ କ୍ୟାରିଅରର ପ୍ରକୃତ ପରୀକ୍ଷା
·1 month ago·2 min read

Key Points
ବୈଭବଙ୍କ ସାମ୍ନାରେ ଏବେ ଅସଲି ଚ୍ୟାଲେଞ୍ଜ
ରେଡ୍ ବଲ୍ କ୍ରିକେଟରେ କେମିତି ରହିବ ପ୍ରଦର୍ଶନ
ସାରା ଭାରତ ଓ କ୍ରୀଡାପ୍ରେମୀଙ୍କ ନଜର
ରେଡ୍ ବଲ୍ କ୍ରିକେଟରେ କେମିତି ରହିବ ପ୍ରଦର୍ଶନ
ସାରା ଭାରତ ଓ କ୍ରୀଡାପ୍ରେମୀଙ୍କ ନଜର
ଆଇପିଏଲରେ ଛକା ବର୍ଷା, ଅନ୍ତର୍ଜାତୀୟ କ୍ରିକେଟରେ ଦମଦାର ପ୍ରଦର୍ଶନ ଆଉ ଏବେ ଜିମ୍ବାୱେ ଗସ୍ତରେ ପ୍ଲେୟାର ଅଫ ଦି ସିରିଜ୍ । ୧୫ବର୍ଷର ବୈଭବ ସୂର୍ଯ୍ୟବଂଶୀଙ୍କ ଲାଗି ଗତ କିଛି ମାସ କୌଣସି ସ୍ଵପ୍ନରୁ କମ ନଥିଲା । ମାତ୍ର ଏବେ ତାଙ୍କ ସାମ୍ନାରେ ଆସିଛି ଅସଲି ପରୀକ୍ଷା । ଅସଲ ଚ୍ୟାଲେଞ୍ଜ । ଯାହା ନିର୍ଣ୍ଣୟ କରିବ ଯେ ବୈଭବ କେବଳ ଟି୨୦ ସୁପରଷ୍ଟାର ହୋଇ ରହିବେ ନା ଭାରତୀୟ କ୍ରିକେଟର ସବୁ ଫର୍ମାଟର ଷ୍ଟାର ପାଲଟିବେ । ଆଗାମୀ ରେଡ୍ ବଲ୍ କ୍ରିକେଟ୍ ମ୍ୟାଚ ଉପରେ ଏବେ ସାରା ଭାରତ ଓ କ୍ରୀଡାପ୍ରେମୀଙ୍କ ନଜର।
ବିସିସିଆଇ ଦଲୀପ ଟ୍ରଫି ଲାଗି ପୂର୍ବ ଜୋନ୍ ଟିମ୍ ଲାଗି ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପଅଧିନାୟକ ଦାୟିତ୍ଵ ଦେଇଛି । ପ୍ରଥମେ ଏହା ଏକ ବଡ଼ ଦାୟିତ୍ଵ ବୋଲି ଲାଗିପାରେ, କିନ୍ତୁ ଏହା ପଛରେ ବୋର୍ଡର ଏକ ବଡ଼ ବିଚାରଧାରା ରହିଛି । ଚୟନକର୍ତ୍ତା ସିଧା ସଙ୍କେତ ଦେଇଛନ୍ତି ଯେ ବୈଭବ ସୂର୍ଯ୍ୟବଂଶୀଙ୍କୁ କେବଳ ଭାରତୀୟ କ୍ରିକେଟର ବିସ୍ଫୋରକ ଟି-୨୦ ବ୍ୟାଟର ନୁହେଁ, ବରଂ ଭବିଷ୍ୟତ ଲାଗି ଜଣେ ଦମଦାର ଟେଷ୍ଟ କ୍ରିକେଟର ଭାବେ ଗଢି ତୋଳିବା ଲକ୍ଷ୍ୟ ରହିଛି ।

- IPL ୨୦୨୬ରେ ହାଇଲାଇଟ୍ ହୋଇଥିଲେ ବୈଭବ
- ଟେଷ୍ଟ କ୍ରିକେଟ୍ ପ୍ରଦର୍ଶନ ଉପରେ ନଜର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ରୋହିତ ଶର୍ମାଙ୍କ ସହ ଓପନିଂ କରନ୍ତୁ ବୈଭବ ସୂର୍ଯ୍ୟବଂଶୀ; କାହିଁକି ଏମିତି କହିଲେ ପୂର୍ବତନ କ୍ରିକେଟର
- ଦଲୀପ ଟ୍ରଫି କେବେ ଆରମ୍ଭ ହେବ ?
Related Topics
Explore more stories