Ajinkya Rahane Big Reveal / ଦୁଃଖକଥା ମନେ ପକାଇଲେ ରାହାଣେ...ଟେଷ୍ଟ ଡେବ୍ୟୁ ପାଇଁ କରିଥିଲେ ଲମ୍ବା ଅପେକ୍ଷା
·2 weeks ago·2 min read

Key Points
ଟେଷ୍ଟ ଡେବ୍ୟୁ ପାଇଁ ୨ବର୍ଷ ଅପେକ୍ଷା କରିଥିଲେ
ଅବସର ଘୋଷଣା ପରେ ପୁରୁଣା କଥା ମନେପକାଇଲେ
ହୃଦୟର କଥା ସେୟାର କଲେ ରାହାଣେ
ଅବସର ଘୋଷଣା ପରେ ପୁରୁଣା କଥା ମନେପକାଇଲେ
ହୃଦୟର କଥା ସେୟାର କଲେ ରାହାଣେ
ନିକଟରେ ଭାରତୀୟ କ୍ରିକେଟର ଅନ୍ୟତମ ଚର୍ଚ୍ଚିତ ଚେହେରା ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଅବସର ନେବା ପରେ ସେ ନିଜ ମନର ଦୁଃଖ ସେୟାର କରିଛନ୍ତି । ଦିନେ ତାଙ୍କୁ ଟେଷ୍ଟ ସ୍କ୍ଵାର୍ଡରେ ସ୍ଥାନ ମିଳିବା ପରେ ମଧ୍ୟ ମ୍ୟାଚ୍ ଖେଳିବା ଲାଗି ଦୀର୍ଘ ଦିନ ଧରି ଅପେକ୍ଷା କରିବାକୁ ପଡ଼ିଥିଲା । ପ୍ଲେଇଙ୍ଗ-୧୧ରେ ତାଙ୍କୁ ସ୍ଥାନ ମିଳିନଥିଲା । ୩୮ ବର୍ଷୀୟ ଏହି ଷ୍ଟାର କ୍ରିକେଟର ଟେଷ୍ଟ ଡେବ୍ୟୁ ଲାଗି ପ୍ରାୟ ୨ ବର୍ଷ ଏବଂ ୨୦ଟି ମ୍ୟାଚ୍ ଯାଏଁ ଅପେକ୍ଷା କରିବାକୁ ପଡ଼ିଥିଲା । ଏହି ସମୟରେ ସେ ଲଗାତାର ଟିମ ସହିତ ଥିଲେ ଏବଂ ଅଧିକାଂଶ ସମୟ ୧୨ ନମ୍ବର ଖେଳାଳି ଭାବେ ଦାୟିତ୍ଵ ତୁଲାଇଥିଲେ ।
ଅଜିଙ୍କ୍ୟ ରାହାଣେ ସ୍ଵୀକାର କରିଛନ୍ତି ଯେ ଏହି ସମୟ ତାଙ୍କ ପାଇଁ ସହଜ ନଥିଲା । ତଥାପି ସେ ନିଜକୁ ନିରାଶ ଏବଂ ଅସହାୟ ମନେ କରିବା ପରିବର୍ତ୍ତେ ଏହି ସମୟ ମଧ୍ୟରେ ନିଜ ଉପରେ କାମ କରିଥିଲେ । ନିଜ ଖେଳରେ ଅଧିକ ଉନ୍ନତି ଆଣିବା ଉପରେ ଧ୍ୟାନ ଦେଇଥିଲେ । ସେହି ଲମ୍ବା ଅପେକ୍ଷା ତାଙ୍କ ବିଚାରଧାରା ଓ ମାନସିକତାକୁ ଅଧିକ ମଜଭୁତ କରିଥିଲା, ଯାହାର ଫଳ ତାଙ୍କୁ ଟେଷ୍ଟ କ୍ୟାରିଅର ମଧ୍ୟରେ ମିଳିଥିଲା ।
ପଢନ୍ତୁ ଏହି ଖବର: ଖରାପ ଭାଗ୍ୟ ସାରିଦେଲା କ୍ୟାରିଅର; ଖେଳିଛନ୍ତି ମାତ୍ର ୪ଟି ଅନ୍ତର୍ଜାତୀୟ ମ୍ୟାଚ୍, ସନ୍ୟାସ ନେବାବେଳେ କାନ୍ଦି ପକାଇଲେ

- କେବେ ଡେବ୍ୟୁ କଲେ ରାହାଣେ ?
ପଢନ୍ତୁ ଏହି ଖବର: ଖରାପ ଭାଗ୍ୟ ସାରିଦେଲା କ୍ୟାରିଅର; ଖେଳିଛନ୍ତି ମାତ୍ର ୪ଟି ଅନ୍ତର୍ଜାତୀୟ ମ୍ୟାଚ୍, ସନ୍ୟାସ ନେବାବେଳେ କାନ୍ଦି ପକାଇଲେ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ୨୦୧୩ରେ କରିଥିଲେ ଟେଷ୍ଟ ଡେବ୍ୟୁ
Related Topics
Explore more stories