BCCI Retirement Policy / ବିଦେଶୀ ଲିଗ୍ ଖେଳିଲେ ୫ବର୍ଷ ବ୍ୟାନ୍ ହେବେ କ୍ରିକେଟର; BCCIର ନୂଆ ମାଷ୍ଟରପ୍ଲାନ୍
·3 months ago·3 min read

Key Points
ଏଣିକି ବିଦେଶୀ ଲିଗ୍ ପାଇଁ ଭାବିଚିନ୍ତି ନିଷ୍ପତ୍ତି ନେବାକୁ ହେବ
BCCI ଆଣିଲା ନୂଆ ମାଷ୍ଟର ପ୍ଲାନ
ବିଦେଶୀ ଲିଗ୍ ଖେଳିଲେ ୫ବର୍ଷ ବ୍ୟାନ୍
BCCI ଆଣିଲା ନୂଆ ମାଷ୍ଟର ପ୍ଲାନ
ବିଦେଶୀ ଲିଗ୍ ଖେଳିଲେ ୫ବର୍ଷ ବ୍ୟାନ୍
ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ନିଜ ଖେଳାଳିଙ୍କ ଲାଗି ନୂଆ ଅବସରକାଳୀନ ନୀତି ଆଣିବାକୁ ଯୋଜନା କରୁଛି । ନିକଟରେ ଆପେକ୍ସ କାଉନସିଲର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ଏହି ଚିନ୍ତାଜନକ ପ୍ରସଙ୍ଗ ଉପରେ ବହୁ ସମୟ ଧରି ଆଲୋଚନା ହୋଇଛି । କିଛି ଭାରତୀୟ କ୍ରିକେଟର ବିଦେଶୀ ଲିଗର ଆକର୍ଷଣୀୟ ପ୍ରସ୍ତାବ ଲାଗି ସମୟ ପୂର୍ବରୁ ଅନ୍ତର୍ଜାତୀୟ କିମ୍ବା ଘରୋଇ କ୍ରିକେଟ ଓ ଆଇପିଏଲରୁ ସନ୍ନ୍ୟାସ ଘୋଷଣା କରୁଛନ୍ତି । ସେହି କ୍ରିକେଟରଙ୍କ ଉଦ୍ଦେଶ୍ୟରେ ଏପରି କଠୋର ନୀତି ଆଣିବାକୁ ଯାଉଛି ବିସିସିଆଇ ।
ଅନ୍ତର୍ଜାତୀୟ ଏବଂ IPLରୁ ଅବସର ନେବା ପରେ ବିଦେଶୀ ଲିଗରେ ଖେଳିଥିବା ପ୍ରମୁଖ ଭାରତୀୟ ଖେଳାଳି ହେଉଛନ୍ତି:
ରବିଚନ୍ଦ୍ରନ ଅଶ୍ୱିନ: ସିଡନୀ ଥଣ୍ଡର (ବିଗ୍ ବ୍ୟାସ୍ ଲିଗ୍-ବିବିଏଲ୍) ସହିତ ଚୁକ୍ତି ସ୍ୱାକ୍ଷର କରିଥିବା ପ୍ରଥମ ଭାରତୀୟ ପୁରୁଷ ଖେଳାଳି ।
ଯୁବରାଜ ସିଂହ: ଅବସର ପରେ ସେ ଗ୍ଲୋବାଲ୍ ଟି-୨୦ କାନାଡା ଏବଂ ଟି-୧୦ ଲିଗରେ ଖେଳିଥିବା ଭାରତର ପ୍ରଥମ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଥିଲେ ।
ଶିଖର ଧାୱନ: ଅବସର ଘୋଷଣା କରିବା ପରେ ବିଦେଶୀ ଟି-୨୦ ଲିଗରେ (ଯେପରିକି ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ଏବଂ ବିଦେଶୀ ଟି-୨୦ ଫ୍ରାଞ୍ଚାଇଜ୍) ଅଂଶଗ୍ରହଣ କରିଥିବା ପ୍ରମୁଖ ଖେଳାଳିମାନଙ୍କ ମଧ୍ୟରୁ ଜଣେ।
ଦିନେଶ କାର୍ତ୍ତିକ: ଅବସର ନେବା ପରେ ବିଦେଶୀ ଲିଗ୍ ଖେଳୁଛନ୍ତି ।
ଇରଫାନ ପଠାନ ଓ ୟୁସୁଫ ପଠାନ: ଏହି ଦୁଇ ଭାଇ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଲଙ୍କା ପ୍ରିମିୟର ଲିଗ୍ (LPL) ଓ ଆବୁଧାବି ଟି୧୦ ଲିଗ୍ ପରି ବିଦେଶୀ ଲିଗ୍ ଖେଳିଛନ୍ତି।
ମୁନାଫ ପଟେଲ ଓ ପ୍ରବୀଣ ତାମ୍ବେ: ଅବସର ପରେ ସେମାନେ ଲଙ୍କା ପ୍ରିମିୟର ଲିଗ୍ ଏବଂ କାରିବିଆନ ପ୍ରିମିୟର ଲିଗ୍ (ସିପିଏଲ୍) ଭଳି ବିଦେଶୀ ଲିଗ୍ ଖେଳିଛନ୍ତି।
ଉନ୍ମୁକ୍ତ ଚାନ୍ଦ: ସେ ଆମେରିକାର ମେଜର ଲିଗ୍ କ୍ରିକେଟ୍ (MLC) ଏବଂ ଅନ୍ୟାନ୍ୟ ବିଦେଶୀ ଲିଗ୍ ଖେଳିବା ପାଇଁ ଭାରତୀୟ ଘରୋଇ କ୍ରିକେଟ୍ ଏବଂ BCCI ଚୁକ୍ତି ଛାଡି ଦେଇଛନ୍ତି।
- ଆପେକ୍ସ କାଉନସିଲ ବୈଠକରେ ନିଷ୍ପତ୍ତି

- ବିସିସିଆଇର ମାଷ୍ଟର ପ୍ଲାନ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: କିଏ ମାନବ ସୁଥାର ? କଲେ ଟେଷ୍ଟ ଡେବ୍ୟୁ, ରୋ-କୋଙ୍କୁ ବି ଅସୁବିଧାରେ ପକାଇଛନ୍ତି
ବୋର୍ଡ ଚାହୁଁଛି ଯେ ଦେଶର ପ୍ରମୁଖ ତଥା ଅଭିଜ୍ଞ କ୍ରିକେଟରମାନେ ଅଧିକ ସମୟ ପର୍ଯ୍ୟନ୍ତ ଭାରତୀୟ ଘରୋଇ ଢାଞ୍ଚା ଓ ଆଇପିଏଲର ପ୍ରତିଷ୍ଠା ବଜାୟ ରଖିବା ଲାଗି ନିଜର ଗୁରୁତ୍ଵପୂର୍ଣ୍ଣ ଯୋଗଦାନ କରନ୍ତୁ । ଶେଷରେ ଏହି ନୀତି ଲାଗୁ କରିବା ପୂର୍ବରୁ ଏହାର ଆଇନଗତ ଦିଗଗୁଡ଼ିକୁ ୟାଞ୍ଚ କରିବା ଦାୟିତ୍ଵ ବିସିସିଆଇ ଅଧ୍ୟକ୍ଷ ଓ ସଚିବଙ୍କୁ ପ୍ରଦାନ କରାଯାଇଛି ।

Related Topics
Explore more stories