Boxing Gold Medal / ବକ୍ସିଂରେ ପ୍ରୀତିଙ୍କୁ ସ୍ଵର୍ଣ୍ଣ ପଦକ; ଭାବବିହ୍ଵଳ ହେଲେ ମାଆ, ବଖାଣିଲେ ସଂଘର୍ଷର କାହାଣୀ
·1 hour ago·3 min read

Key Points
କମନୱେଲଥ ଗେମ୍ସ ୨୦୨୬
ବକ୍ସିଂରେ ପ୍ରୀତି ପାୱାରଙ୍କୁ ସ୍ଵର୍ଣ୍ଣ
ମାଆ ବଖାଣିଲେ ସଂଘର୍ଷର କାହାଣୀ
କହିଲେ ଝିଅକୁ ବକ୍ସିଂ ପସନ୍ଦ ନଥିଲା
ବକ୍ସିଂରେ ପ୍ରୀତି ପାୱାରଙ୍କୁ ସ୍ଵର୍ଣ୍ଣ
ମାଆ ବଖାଣିଲେ ସଂଘର୍ଷର କାହାଣୀ
କହିଲେ ଝିଅକୁ ବକ୍ସିଂ ପସନ୍ଦ ନଥିଲା
ଭାରତର ସୁନା ଝିଅ ପ୍ରୀତି ପାୱାର କମନୱେଲଥ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ଫାଇନାଲରେ କାନାଡାର ଡେଲଗାଡୋ ସାଭାନାଙ୍କୁ ଅତି ସହଜରେ ପରାସ୍ତ କରି ନିଜ ନାଁରେ ଏହି ସଫଳତା ସାଉଣ୍ଟିଛନ୍ତି । ପ୍ରୀତି ତାଙ୍କ ମୁକାବିଲାର ସମସ୍ତ ତିନୋଟି ରାଉଣ୍ଡରେ ଆଗୁଆ ରହିଥିଲେ ଏବଂ ସମସ୍ତ ୫ଜଣ ବିଚାରକ ତାଙ୍କ ସପକ୍ଷରେ ରାୟ ଦେଇଥିଲେ । ଏହା ପ୍ରଥମ ଥର ହୋଇଛି ଯେତେବେଳେ ୨୨ ବର୍ଷୀୟା ପ୍ରୀତି କମନୱେଲଥ ଗେମ୍ସରେ କୌଣସି ଏକ ପଦକ ଜିତିଛନ୍ତି । ତେବେ ଝିଅ ଦେଶ ପାଇଁ ସ୍ଵର୍ଣ୍ଣ ପଦକ ଜିତିବା ପରେ ସଂଘର୍ଷଣର କାହାଣୀ ବଖାଣିଛନ୍ତି ପ୍ରୀତିଙ୍କ ମାଆ ।
ପଢନ୍ତୁ ଏହି ଖବର: କମନୱେଲଥ ଗେମ୍ସରେ ଭାରତର ଡବଲ ଧମାକା... ନୀରଜଙ୍କୁ ରୌପ୍ୟ, ଯଶବୀରଙ୍କୁ ବ୍ରୋଞ୍ଜ
- ସମସ୍ତ ଖେଳାଳିଙ୍କ ଉପରେ ଭାରି ପଡ଼ିଲେ
- ବିଶ୍ଵର ନମ୍ବର-୧ ବକ୍ସର ପରି ଖେଳିଲେ
- ମାଆ ବଖାଣିଲେ ପ୍ରୀତିଙ୍କ ସଂଘର୍ଷର କାହାଣୀ
#WATCH | Rohtak, Haryana: Indian boxer Preeti Pawar clinched gold medal in the Women's 54kg category at Commonwealth Games
— ANI (@ANI) August 1, 2026
Her mother Salin Devi says, "It feels wonderful; I am truly happy. In the beginning, Preeti didn't really like the sport. She got into it because her uncle… pic.twitter.com/YKdU9XPT1Y
ପଢନ୍ତୁ ଏହି ଖବର: କମନୱେଲଥ ଗେମ୍ସରେ ଭାରତର ଡବଲ ଧମାକା... ନୀରଜଙ୍କୁ ରୌପ୍ୟ, ଯଶବୀରଙ୍କୁ ବ୍ରୋଞ୍ଜ
- ଭାରତର ଷଷ୍ଠ ସ୍ୱର୍ଣ୍ଣ ପଦକ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories