Dhoni Return Today / ଚେପକରେ ଆଜି IPLର ଶେଷ ମ୍ୟାଚ୍ ଖେଳିବେ କି ଧୋନି ? ୫ବର୍ଷ ପୁରୁଣା ଭିଡିଓ ଭାଇରାଲ
·3 months ago·3 min read

Key Points
ଆଜି ଧୋନି ଖେଳିପାରନ୍ତି ଆଇପିଏଲର ଶେଷ ମ୍ୟାଚ୍
୨୦୨୧ର ସେହି ବୟାନ ଖୁବ୍ ଭାଇରାଲ ହେଉଛି
୨୦୨୧ର ସେହି ବୟାନ ଖୁବ୍ ଭାଇରାଲ ହେଉଛି
ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ପୁଣି ଥରେ କ୍ରିକେଟ ଜଗତରେ ଚର୍ଚ୍ଚା । ଆଜି ଚେନ୍ନାଇର ଚେପକ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ( CSK ) ଏବଂ ସନରାଇଜର୍ସ ହାଇଦ୍ରାବାଦ (SRH) ମ୍ୟାଚ୍ କେବଳ ଏକ ପ୍ଲେଅଫ୍ ଲଢ଼େଇ ନୁହେଁ, ବରଂ ଧୋନିଙ୍କ ଫ୍ୟାନ୍ସଙ୍କ ପାଇଁ ଆବେଗ ପାଲଟିଛି । ପ୍ରଶଂସକମାନେ ଦୀର୍ଘ ଅପେକ୍ଷା ପରେ "କ୍ୟାପ୍ଟେନ୍ କୁଲ୍"ଙ୍କ ପଡିଆକୁ ଫେରିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । କୁହାଯାଉଛି ଏହା ଧୋନିଙ୍କ IPLର ଶେଷ ମ୍ୟାଚ୍ ହୋଇପାରେ ।
ସିଏସକେ ବ୍ୟାଟିଂ ପ୍ରଶିକ୍ଷକ ମାଇକେଲ ହସି କିଛି ଦିନ ପୂର୍ବରୁ କହିଥିଲେ ଯେ ଧୋନି ନେଟ୍ସରେ ଭଲ ବ୍ୟାଟିଂ କରୁଛନ୍ତି । ତଥାପି, ଦଳର ପ୍ରକୃତ ଚିନ୍ତା ଥିଲା ତାଙ୍କର ଦୌଡ଼ିବା ଏବଂ ଦୀର୍ଘ ସମୟ ପାଇଁ ପଡ଼ିଆରେ ରହିବାର କ୍ଷମତା । ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ ଫ୍ଲେମିଂ କହିଥିଲେ ଯେ ଦଳ ଧୋନିଙ୍କୁ ଶୀଘ୍ର ଫେରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ଏକ ଅଭ୍ୟାସ ମ୍ୟାଚ୍ ସମୟରେ ତାଙ୍କର ଆଘାତ ପୁଣି ଦେଖାଦେଲା । ଏଣୁ ଦଳ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ବିଶ୍ରାମ ଦେବାକୁ କହିଥିଲା ।
- ଏଯାଏଁ ମ୍ୟାଚ୍ ଖେଳିନାହାନ୍ତି ଧୋନି

- ଆଶା ବଢାଇଛି ଅଶ୍ୱିନଙ୍କ ବୟାନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଧୋନିଙ୍କ ୫ବର୍ଷ ପୁରୁଣା ଭିଡିଓ ଭାଇରାଲ
ପଢନ୍ତୁ ଏହି ଖବର: କାହିଁକି ହଠାତ୍ ମାହିକାଙ୍କୁ ବାହା ହେବେ ହାର୍ଦ୍ଦିକ; ଭାଇରାଲ୍ ପୋଷ୍ଟରେ ସାଙ୍ଘାତିକ ଦାବି
- ଧୋନିଙ୍କ ପ୍ରତ୍ୟାବର୍ତ୍ତନ CSK ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ?
Related Topics
Explore more stories