Hardik Second Wedding / କାହିଁକି ହଠାତ୍ ମାହିକାଙ୍କୁ ବାହା ହେବେ ହାର୍ଦ୍ଦିକ; ଭାଇରାଲ୍ ପୋଷ୍ଟରେ ସାଙ୍ଘାତିକ ଦାବି
·1 hour ago·3 min read

Key Points
ହାର୍ଦ୍ଦିକ ପାଣ୍ଡ୍ୟା କରିବେ କି ଦ୍ଵିତୀୟ ବିବାହ ?
ଭାଇରାଲ ହେଉଛି ଏକ ନିର୍ଦ୍ଦିଷ୍ଟ ପୋଷ୍ଟ
ଗର୍ଲଫ୍ରେଣ୍ଡ ମାହିକାଙ୍କୁ କରିପାରନ୍ତି ଜୀବନସାଥୀ
ଭାଇରାଲ ହେଉଛି ଏକ ନିର୍ଦ୍ଦିଷ୍ଟ ପୋଷ୍ଟ
ଗର୍ଲଫ୍ରେଣ୍ଡ ମାହିକାଙ୍କୁ କରିପାରନ୍ତି ଜୀବନସାଥୀ
୨୦୨୬ ଆଇପିଏଲ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରାଯାଇଛି । ଆହତ ଯୋଗୁଁ ଗତ କିଛି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ସହିତ ଦେଖାଯାଇନାହାନ୍ତି କି ଦଳ ସହିତ ଯାତ୍ରା କରୁନାହାଁନ୍ତି । ଏହି ସମୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମିକା ମାହିକା ଶର୍ମାଙ୍କୁ ବିବାହ କରିବାକୁ ଯାଉଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ୮ ଜୁଲାଇ, ୨୦୨୪ରେ ପୂର୍ବ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ଠାରୁ ଛାଡପତ୍ର ଘୋଷଣା କରିଥିଲେ ଏବଂ ସେବେଠାରୁ ସେ ମାହିକା ଶର୍ମାଙ୍କୁ ଡେଟ୍ କରୁଛନ୍ତି ।
ପଢନ୍ତୁ ଏହି ଖବର: ମୁମ୍ବାଇ ଇଣ୍ଡିଆନ୍ସକୁ ଅନଫଲୋ କଲେ କି ହାର୍ଦ୍ଦିକ ପାଣ୍ଡ୍ୟା ? ଜଣାପଡ଼ିଲା ସତ
ଏହି କଥିତ ବିବାଦ ଯୋଗୁଁ ହାର୍ଦ୍ଦିକ ପାଣ୍ଡ୍ୟା ଗତ କିଛି ମ୍ୟାଚ୍ ଖେଳିବାକୁ ମନା କରିଦେଇଥିବା ମଧ୍ୟ ପୋଷ୍ଟରେ କୁହାଯାଇଛି । ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ବିବାହ ପରେ ମାହିକା ଶର୍ମା ଆଉ ଏହି କଟକଣାର ଶିକାର ହେବେ ନାହିଁ, ତେଣୁ ହାର୍ଦ୍ଦିକ ମାହିକାଙ୍କୁ ଖୁବଶୀଘ୍ର ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁ ଏକ୍ସ ପୋଷ୍ଟରେ ଏହା ଦାବି କରାଯାଇଛି, ଉକ୍ତ ଆକାଉଣ୍ଟରେ କ୍ରିକେଟ ସମ୍ବନ୍ଧୀୟ ଅନେକ ତଥ୍ୟ ନିୟମିତ ଭାବେ ସେୟାର କରାଯାଏ । ତେବେ ହାର୍ଦ୍ଦିକ ଉକ୍ତ ପୋଷ୍ଟ ଉପରେ ଏଯାବତ କୌଣସି ମନ୍ତବ୍ୟ ରଖିନାହାନ୍ତି ।
ଅଧିକ କ୍ରୀଡା ସମ୍ବନ୍ଧୀୟ ଖବର ପଢନ୍ତୁ...
- ବାଜିବ କି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶାହାନାଇ ?
- କାହିଁକି ହଠାତ୍ ବିବାହ କରିବେ ହାର୍ଦ୍ଦିକ ?
ପଢନ୍ତୁ ଏହି ଖବର: ମୁମ୍ବାଇ ଇଣ୍ଡିଆନ୍ସକୁ ଅନଫଲୋ କଲେ କି ହାର୍ଦ୍ଦିକ ପାଣ୍ଡ୍ୟା ? ଜଣାପଡ଼ିଲା ସତ
ଏହି କଥିତ ବିବାଦ ଯୋଗୁଁ ହାର୍ଦ୍ଦିକ ପାଣ୍ଡ୍ୟା ଗତ କିଛି ମ୍ୟାଚ୍ ଖେଳିବାକୁ ମନା କରିଦେଇଥିବା ମଧ୍ୟ ପୋଷ୍ଟରେ କୁହାଯାଇଛି । ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ବିବାହ ପରେ ମାହିକା ଶର୍ମା ଆଉ ଏହି କଟକଣାର ଶିକାର ହେବେ ନାହିଁ, ତେଣୁ ହାର୍ଦ୍ଦିକ ମାହିକାଙ୍କୁ ଖୁବଶୀଘ୍ର ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁ ଏକ୍ସ ପୋଷ୍ଟରେ ଏହା ଦାବି କରାଯାଇଛି, ଉକ୍ତ ଆକାଉଣ୍ଟରେ କ୍ରିକେଟ ସମ୍ବନ୍ଧୀୟ ଅନେକ ତଥ୍ୟ ନିୟମିତ ଭାବେ ସେୟାର କରାଯାଏ । ତେବେ ହାର୍ଦ୍ଦିକ ଉକ୍ତ ପୋଷ୍ଟ ଉପରେ ଏଯାବତ କୌଣସି ମନ୍ତବ୍ୟ ରଖିନାହାନ୍ତି ।
Hardik Pandya Set to Marry Again on May 22? 💍
— Cricket Central (@CricketCentrl) May 15, 2026
Here is the shocking inside story behind Hardik Pandya’s sudden cricket absence and his rumored upcoming wedding! 🧵👇
- Mahieka was spotted constantly at the stadium during Hardik's matches.
- Hardik reportedly rushed straight to… pic.twitter.com/ziix8PP7TD
- ମୁମ୍ବାଇ ଇଣ୍ଡିଆନ୍ସର ଖରାପ ଅବସ୍ଥା
ଅଧିକ କ୍ରୀଡା ସମ୍ବନ୍ଧୀୟ ଖବର ପଢନ୍ତୁ...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories