Pakistan Captain / ବିଶ୍ଵକପରେ ଭାରତଠୁ ଶୋଚନୀୟ ପରାଜୟ; ମିଡିଆ ଆଗରେ ଏମିତି କହିଲେ ପାକ୍ ଅଧିନାୟିକା ଫାତିମା
·1 hour ago·2 min read

Key Points
ଭାରତ ବନାମ ପାକିସ୍ତାନ ଟି୨୦ ବିଶ୍ଵକପ୍ ମ୍ୟାଚ୍
ଶୋଚନୀୟ ପରାଜୟ ପରେ ଆସିଲା ବଡ଼ ବୟାନ
ମିଡିଆ ସାମ୍ନାରେ ଏମିତି କହିଲେ ପାକ୍ ଅଧିନାୟିକା
ଶୋଚନୀୟ ପରାଜୟ ପରେ ଆସିଲା ବଡ଼ ବୟାନ
ମିଡିଆ ସାମ୍ନାରେ ଏମିତି କହିଲେ ପାକ୍ ଅଧିନାୟିକା
ମହିଳା T20 ବିଶ୍ୱକପ୍ ୨୦୨୬ରେ ଗତକାଲି ସୁପରସଣ୍ଡେରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଭାରତ ଟୁର୍ଣ୍ଣାମେଣ୍ଟର ଆରମ୍ଭ ଦମଦାମ ଢଙ୍ଗରେ ଆରମ୍ଭ କରି ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ୬୪ ରନରେ ପରାସ୍ତ କରିଛି । ଏହି ମ୍ୟାଚରେ ପାକିସ୍ତାନ ଦଳ ନିରାଶଜନକ ପ୍ରଦର୍ଶନ କରିଛନ୍ତି । ପାକିସ୍ତାନର କୌଣସି ଖେଳାଳି ଅର୍ଦ୍ଧଶତକ ବି କରିପାରିନଥିବା ବେଳେ ଦଳ ୧୭ ଓଭରରେ ଅଲଆଉଟ୍ ହୋଇଯାଇଥିଲା । ପରାଜୟ ପରେ ପାକିସ୍ତାନୀ ଅଧିନାୟିକା ଫାତିମା ସନା ମିଡିଆ ଆଗରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି ।
ପଢନ୍ତୁ ଏହି ଖବର: କ୍ରିକେଟ ମୈଦାନରେ ଅଜବ ଦୃଶ୍ୟ; ଝଗଡ଼ା କଲେ କ୍ରିକେଟର, ଅଟକାଇଲେ ଶିବମ ଦୁବେ
- ପାକିସ୍ତାନୀ ଅଧିନାୟକଙ୍କ ବଡ଼ ବୟାନ
- ବୋଲିଂ-ଫିଲ୍ଡିଂକୁ ନେଇ ଏମିତି କହିଲେ
ପଢନ୍ତୁ ଏହି ଖବର: କ୍ରିକେଟ ମୈଦାନରେ ଅଜବ ଦୃଶ୍ୟ; ଝଗଡ଼ା କଲେ କ୍ରିକେଟର, ଅଟକାଇଲେ ଶିବମ ଦୁବେ
- ଚିତପଟାଙ୍ଗ ମାରିଲା ପାକିସ୍ତାନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
