Gambhir vs Laxman / ଏହି ଖେଳାଳିଙ୍କ ପାଇଁ ଗମ୍ଭୀର ଓ ଲକ୍ଷ୍ମଣଙ୍କ ମଧ୍ୟରେ କଥା କଟାକଟି; ସେ କିଏ ?
·1 hour ago·2 min read

Key Points
ଭାରତୀୟ ଟିମର ସେହି ଖେଳାଳି
ଯାହାଙ୍କ ପାଇଁ ଗମ୍ଭୀର-ଲକ୍ଷ୍ମଣଙ୍କ ଭିତରେ ଯୁକ୍ତିତର୍କ
ପରଦା ପଛରେ ଏକ ଲମ୍ବା ବିତର୍କ ଆରମ୍ଭ
ଯାହାଙ୍କ ପାଇଁ ଗମ୍ଭୀର-ଲକ୍ଷ୍ମଣଙ୍କ ଭିତରେ ଯୁକ୍ତିତର୍କ
ପରଦା ପଛରେ ଏକ ଲମ୍ବା ବିତର୍କ ଆରମ୍ଭ
କ୍ରିକେଟ୍ ଜଗତରୁ ଆସିଲା ଏକ ବଡ଼ ଖବର । ବର୍ତ୍ତମାନର ଭାରତୀୟ କ୍ରିକେଟ୍ ଦଳର ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଏସୀୟ କ୍ରୀଡ଼ାର ପ୍ରଶିକ୍ଷକ ଭିଭିଏସ ଲକ୍ଷ୍ମଣ ଜଣେ ଖେଳାଳିଙ୍କୁ ନେଇ ଯୁକ୍ତିତର୍କ କରିଛନ୍ତି । ସେହି ଖେଳାଳି ଆଉ କେହି ନୁହଁନ୍ତି ବରଂ ଭାରତୀୟ ସ୍ପିନ୍ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର । ତେବେ ସୁନ୍ଦରଙ୍କୁ ନେଇ କାହିଁକି ଯୁକ୍ତିତର୍କ କଲେ ଏହି ଦୁଇ କିମ୍ବଦନ୍ତୀ କ୍ରିକେଟର, ତାକୁ ନେଇ ବେଶ ଚର୍ଚ୍ଚା ହେଉଛି ।
ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ODI ସିରିଜ ପାଇଁ ଭାରତର ୧୫ ଜଣିଆ ଦଳ
ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍ ରାହୁଲ (ୱିକେଟ୍ ରକ୍ଷକ), ଋତୁରାଜ ଗାଇକୱାଡ, ଧ୍ରୁବ ଜୁରେଲ (ରିଜର୍ଭ ୱିକେଟ୍ କିପର), ନିତୀଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ପ୍ରସୀଦ୍ଧ କୃଷ୍ଣ, ଗୁରନୁର ବରାଡ୍, ମହମ୍ମଦ ସିରାଜ, ଆକିବ ନବି ଡାର, ଯଶସ୍ଵୀ ଜୈସୱାଲ ଓ ନମନ ଧୀର ।
- କାହିଁକି ହେଲା ଯୁକ୍ତିତର୍କ ?
- ରେଡ୍ଡୀ ODIରେ ଏବଂ ସୁନ୍ଦର ଏସୀୟ କ୍ରୀଡ଼ାରେ ଚମକିବେ
ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ODI ସିରିଜ ପାଇଁ ଭାରତର ୧୫ ଜଣିଆ ଦଳ
ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍ ରାହୁଲ (ୱିକେଟ୍ ରକ୍ଷକ), ଋତୁରାଜ ଗାଇକୱାଡ, ଧ୍ରୁବ ଜୁରେଲ (ରିଜର୍ଭ ୱିକେଟ୍ କିପର), ନିତୀଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ପ୍ରସୀଦ୍ଧ କୃଷ୍ଣ, ଗୁରନୁର ବରାଡ୍, ମହମ୍ମଦ ସିରାଜ, ଆକିବ ନବି ଡାର, ଯଶସ୍ଵୀ ଜୈସୱାଲ ଓ ନମନ ଧୀର ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଡେବ୍ୟୁ ମ୍ୟାଚ୍ରେ ଚାଲିଲାନି ସେହୱାଗଙ୍କ ପୁଅଙ୍କ ବ୍ୟାଟ୍, ବାପାଙ୍କ ସାମ୍ନାରେ ଫ୍ଲପ୍
ଏସୀୟ କ୍ରୀଡା ୨୦୨୬ ପାଇଁ ଭାରତୀୟ ପୁରୁଷ ଦଳ
ଶ୍ରେୟସ୍ ଆୟର (ଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ସଞ୍ଜୁ ସାମସନ୍ (ୱିକେଟ୍ କିପର), ଈଶାନ୍ କିଶାନ୍ (ୱିକେଟ୍ କିପର), ତିଲକ ବର୍ମା (ଉପ-ଅଧିନାୟକ), ଶିବମ୍ ଦୁବେ, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ବିପ୍ରଜ ନିଗମ, ରବି ବିଷ୍ଣୋଇ, ଜସପ୍ରୀତ ବୁମରାହ, ଅର୍ଶଦୀପ ସିଂହ ଓ ୟଶ ଠାକୁର ।

Related Topics
Explore more stories