Harmanpreet Kaur Resigns / ସବୁ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିଲେ ହରମନପ୍ରୀତ କୌର; ଇନଷ୍ଟାରେ କହିଲେ କାରଣ
·1 hour ago·3 min read

Key Points
ଅଧିନାୟକ ପଦକୁ ଅଲବିଦା କହିଲେ ହରମନପ୍ରୀତ
କ୍ରିକେଟ୍ର ସମସ୍ତ ଫର୍ମାଟର କ୍ୟାପ୍ଟେନ୍ସି ଛାଡ଼ିଲେ
ଇନଷ୍ଟା ପୋଷ୍ଟରେ କହିଲେ ଏହା ପଛର କାରଣ
କ୍ରିକେଟ୍ର ସମସ୍ତ ଫର୍ମାଟର କ୍ୟାପ୍ଟେନ୍ସି ଛାଡ଼ିଲେ
ଇନଷ୍ଟା ପୋଷ୍ଟରେ କହିଲେ ଏହା ପଛର କାରଣ
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦକୁ ଅଲବିଦା କହିଲେ ହରମନପ୍ରୀତ କୌର । କ୍ରିକେଟ୍ର ୩ଟି ଫର୍ମାଟର ଅଧିନାୟକ ପଦରୁ ସେ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି । ୨୦୨୨ ଜୁନରେ ମିତାଲି ରାଜଙ୍କ ଅବସର ପରେ ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଭାରତୀୟ ଦଳର ଅଧିନାୟିକା ହୋଇଥିଲେ । ତାଙ୍କ ଅଧିନାୟକତ୍ୱରେ ଭାରତୀୟ ମହିଳା ଦଳ ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ ହୋଇ ୨୦୨୫ ଦିନିକିଆ ବିଶ୍ୱକପ୍ ଜିତିଥିଲା । ଟିମ୍ ଇଣ୍ଡିଆ ଫାଇନାଲରେ ଦକ୍ଷିଣ ଆଫ୍ରିକା ଏବଂ ସେମିଫାଇନାଲରେ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରିଥିଲା । ହରମନପ୍ରୀତ କୌର ମଧ୍ୟ ଭାରତକୁ ଲଗାତାର ଦୁଇଟି ଏସୀୟ କ୍ରୀଡା ସ୍ୱର୍ଣ୍ଣ ପଦକ ଦେଇଛନ୍ତି ।


ପଢନ୍ତୁ ଏହି ଖବର: ଆଜିଠୁ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ଟି-୨୦ ସିରିଜ୍; ପ୍ରଥମ ମ୍ୟାଚ୍ର ଜାଣନ୍ତୁ ପ୍ଲେଇଙ୍ଗ-୧୧
- ଇନଷ୍ଟା ପୋଷ୍ଟରେ ଦେଲେ ସୂଚନା

- "ଜଣେ ଅଧିନାୟକ ଭାବରେ କଷ୍ଟକର ନିଷ୍ପତ୍ତି ନେବାକୁ ପଡ଼େ"
- "ଶାନ୍ତିର ସହ ଅଧିନାୟକ ପଦ ଛାଡୁଛି"

- "ଆଗକୁ ବଢିବାର ସମୟ ଆସିଛି"
ପଢନ୍ତୁ ଏହି ଖବର: ଆଜିଠୁ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ଟି-୨୦ ସିରିଜ୍; ପ୍ରଥମ ମ୍ୟାଚ୍ର ଜାଣନ୍ତୁ ପ୍ଲେଇଙ୍ଗ-୧୧
- ହରମନପ୍ରୀତଙ୍କ କ୍ୟାପ୍ଟେନ୍ସି ରେକର୍ଡ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories