IND vs ENG 4th T20I / ଇଂଲଣ୍ଡ ବନାମ ଭାରତ ୪ର୍ଥ T୨୦; ଆଜି କର‘କର ବା ମର’ ସ୍ଥିତି , ବ୍ୟାକ୍ କରିବେ ସଞ୍ଜୁ
·2 months ago·3 min read

Key Points
ଆଜି ଇଂଲଣ୍ଡ ବନାମ ଭାରତ ୪ର୍ଥ T୨୦
ହାରିଲେ ହାତରୁ ଯିବ ସିରିଜ
ନୈରାଶ୍ୟଜନକ ପ୍ରଦର୍ଶନ କରୁଛନ୍ତି ବୈଭବ
ଆଜି ଦଳକୁ ବ୍ୟାକ୍ କରିପାରନ୍ତି ସଞ୍ଜୁ ସାମସନ
ହାରିଲେ ହାତରୁ ଯିବ ସିରିଜ
ନୈରାଶ୍ୟଜନକ ପ୍ରଦର୍ଶନ କରୁଛନ୍ତି ବୈଭବ
ଆଜି ଦଳକୁ ବ୍ୟାକ୍ କରିପାରନ୍ତି ସଞ୍ଜୁ ସାମସନ
ଲଣ୍ଡନ: ଆଜି ଇଂଲଣ୍ଡ ବନାମ ଭାରତ ଚତୁର୍ଥ T୨୦ । ଭାରତୀୟ ସମୟ ଅନୁଯାୟୀ ରାତି ୧୦ଟାରେ ମ୍ୟାଚ୍ ଆରମ୍ଭ ହେବ । ଲଗାତାର ଦୁଇଟି T୨୦ ମ୍ୟାଚରେ ଫେଲ୍ ମାରିଛି ଶ୍ରେୟସ ଆୟରଙ୍କ ଦଳ ତଥା ଟିମ୍ ଇଣ୍ଡିଆ । ଆଜିର ମ୍ୟାଚକୁ ଜିତି ସିରିଜ ବରାବର କରିବାକୁ ଚେଷ୍ଟା କରିବ ଦଳ । T୨୦ ମ୍ୟାଚରେ ଟିମ୍ ଇଣ୍ଡିଆର ଏଭଳି ପ୍ରଦର୍ଶନ କ୍ରୀଡ଼ାପ୍ରେମୀଙ୍କୁ ବ୍ୟଥିତ କରିଛି । ଆୟରଲ୍ୟାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ T୨୦ ଶୃଙ୍ଖଳାରେ ହାରିବା ଏଵଂ ଇଂଲଣ୍ଡ ବିରୁଦ୍ଧରେ ବି ପ୍ରଦର୍ଶନ ପୁଣି ଚିନ୍ତାଜନକ ରହିବା ଦଳର ମ୍ୟାନେଜମେଣ୍ଟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଯଦି ଆଜି ମ୍ୟାଚରେ ଟିମ ଇଣ୍ଡିଆ ହାରେ ତେବେ ଏହି ସିରିଜ ତ ଯିବ, ଏହାପରେ ବିଶ୍ଵ ଚାମ୍ପିଆନ ଦଳ ଉପରେ ଲଗାତାର ଦୁଇଟି ଟି୨୦ ମ୍ୟାଚ୍ ହାରିବାର ଅଲୋଡା ରେକର୍ଡ ଯୋଡ଼ିହେବ । ଅନ୍ୟପଟେ ଚୂଡ଼ାନ୍ତ ଏକାଦଶକୁ ନେଇ ଦଳ ଭିତରେ ନାନାଦି ଚର୍ଚ୍ଚା ଆଲୋଚନା ଭିତରେ ବିଧ୍ୱଂସୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ଗତ ଦୁଇ ମ୍ୟାଚରେ ସୁଯୋଗ ଦେଇ ଆସୁଛି ମ୍ୟାନେଜମେଣ୍ଟ । ହେଲେ ପ୍ରଦର୍ଶନ ନୈରାଶ୍ୟ ଜନକ ଥିବାରୁ ଆଜିର ମ୍ୟାଚରେ ପୁଣି ସଞ୍ଜୁ ସାମସନଙ୍କୁ ବ୍ୟାକ କରାଯିବାର ସମ୍ଭାବନା ଅଧିକ । ନିଜେ ଭାରତୀୟ ଦଳର କୋଚ୍ ଗୌତମ ଗମ୍ଭୀର ଏହା ସ୍ପଷ୍ଟ କରିଛନ୍ତି ।

- ୨-୦ରେ ଆଗୁଆ ଇଂଲଣ୍ଡ
- ସଞ୍ଜୁଙ୍କୁ ମିଳିପାରେ ସୁଯୋଗ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଲଗାତାର ୨ ମ୍ୟାଚ୍ରେ ଫେଲ୍ ! ଟିମ୍ରୁ ବାଦ ପଡ଼ିବେ କି ବୈଭବ ସୂର୍ଯ୍ୟବଂଶୀ ?
ଟିମ ଇଣ୍ଡିଆ: ଶ୍ରେୟସ୍ ଆୟର୍ (ଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଇଶାନ୍ କିଶାନ୍, ତିଲକ ବର୍ମା, ଶିବମ ଦୁବେ, ଅକ୍ଷର ପଟେଲ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ, ପ୍ରିନ୍ସ ଯାଦବ, ରବି ବିଷ୍ଣୋଇ, ପ୍ରସନ୍ନ କୃଷ୍ଣ, ସୂୟାଂଶ ଶେଡଗେ, ୱାଶିଂଟନ ସୁନ୍ଦର ।
ଇଂଲଣ୍ଡ ଦଳ: ହ୍ୟାରି ବ୍ରୁକ୍ (ଅଧିନାୟକ), ଫିଲ୍ ସଲ୍ଟ, ଜସ୍ ବଟଲର୍, ଟମ୍ ବାଣ୍ଟନ୍, ଜାକବ୍ ବେଥେଲ୍, ସାମ୍ କରନ୍, ୱିଲ୍ ଜ୍ୟାକ୍ସ, ଜୋଫ୍ରା ଆର୍ଚର, ଲିଆମ୍ ଡସନ୍, ଆଦିଲ୍ ରସିଦ୍, ଜୋଶ୍ ଟଙ୍ଗ୍, ଜାର୍ଡନ୍ କକ୍ସ, ସୋନି ବେକର, ଲୁକ୍ ଉଡ୍, ସାକିବ୍ ମହମୁଦ୍, ରେହାନ୍ ଅହମ୍ମଦ, ଜେମ୍ସ କୋଲ୍ସ ।
- ସିରିଜ୍ ବଞ୍ଚାଇବା ଲକ୍ଷ୍ୟରେ ଭାରତ

Related Topics
Explore more stories